ଶିମିଳିପାଳରୁ ମିଳିଲା ଛୁଆ ହାତୀର ମୃତଦେହ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ଅନ୍ତର୍ଗତ ବାଲିଆନାଳ ବିଟ୍ ହାଉସ୍ ନିକଟ ଯୋଡ଼ାଗଡ଼ି ପାହାଡ଼ ତଳେ ଥିବା ନାଳ ନିକଟରୁ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରାଯାଇଛି। ମୃତଦେହରେ ପୋକ ଲାଗିଯାଇଥିବା ବେଳେ ଦୁଇଟି ଛୋଟ ଛୋଟ ଦାନ୍ତ ଥିବା ମଧ୍ୟ ଦେଖିବାକୁ ମିଳିଛି। ମୃତ ହାତୀର ବୟସ ୫ରୁ ୬ ବର୍ଷ ବୋଲି ଅନୁମାନ କରାଯାଉଛି।  ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।  ବନ ବିଭାଗର କର୍ମଚାରୀମାନେ ମୃତଦେହକୁ ଉଦ୍ଧାରକରି ପୋଡ଼ି ଦେଇଥିବା […]

elephant

elephant

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 10:02 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟ ଅନ୍ତର୍ଗତ ବାଲିଆନାଳ ବିଟ୍ ହାଉସ୍ ନିକଟ ଯୋଡ଼ାଗଡ଼ି ପାହାଡ଼ ତଳେ ଥିବା ନାଳ ନିକଟରୁ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରାଯାଇଛି। ମୃତଦେହରେ ପୋକ ଲାଗିଯାଇଥିବା ବେଳେ ଦୁଇଟି ଛୋଟ ଛୋଟ ଦାନ୍ତ ଥିବା ମଧ୍ୟ ଦେଖିବାକୁ ମିଳିଛି।

ମୃତ ହାତୀର ବୟସ ୫ରୁ ୬ ବର୍ଷ ବୋଲି ଅନୁମାନ କରାଯାଉଛି।  ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।  ବନ ବିଭାଗର କର୍ମଚାରୀମାନେ ମୃତଦେହକୁ ଉଦ୍ଧାରକରି ପୋଡ଼ି ଦେଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story