ଆସିକାରେ ଏନ୍‌କାଉଣ୍ଟରେ: ଅପରାଧୀ ଅନନ୍ତ ପଟ୍ଟନାୟକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜେଇ ଛକରେ ଏନ୍‌କାଣ୍ଟରରେ ଜଣେ ଅପରାଧୀ ଆହତ ହୋଇଛି। ତା’ ନାଁ ଅନନ୍ତ ନାରାୟଣ ପଟ୍ଟନାୟକ। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ, ଦୁଇଟି ଗୁଳି ଜବତ କରିଛି। ଅନନ୍ତ ନାଁରେ ଏକ ହତ୍ୟା ମାମଲା ରହିଛି।

ananta

ananta

Rakesh Mallick
  • Published: Friday, 04 August 2017
  • Updated: 04 August 2017, 02:48 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜେଇ ଛକରେ ଏନ୍‌କାଣ୍ଟରରେ ଜଣେ ଅପରାଧୀ ଆହତ ହୋଇଛି। ତା’ ନାଁ ଅନନ୍ତ ନାରାୟଣ ପଟ୍ଟନାୟକ। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ, ଦୁଇଟି ଗୁଳି ଜବତ କରିଛି। ଅନନ୍ତ ନାଁରେ ଏକ ହତ୍ୟା ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos