ରାସ୍ତା ପାର ହେଉଥିବା ବେଳେ ପିଟିଦେଲା ଟ୍ରକ୍‌, ଶ୍ରମିକ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପୁରୁଣା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧ଼କ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ମୃତ ଶ୍ରମିକ ଜଣକ ହେଲେ ଖଲିଆମାଲର ଗୋବର୍ଦ୍ଧନ କୁଅ। ଏକ ଠିକା ସଂସ୍ଥାରେ କାମ କରୁଥିଲେ ଗୋବର୍ଦ୍ଧନ। ସେ ଡ୍ୟୁଟିକୁ ଯିବା ପାଇଁ ରାସ୍ତା ପାରି ହେବା ବେଳେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ଧରି […]

road accident

road accident

Rakesh Mallick
  • Published: Friday, 21 July 2017
  • Updated: 21 July 2017, 11:01 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପୁରୁଣା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧ଼କ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ମୃତ ଶ୍ରମିକ ଜଣକ ହେଲେ ଖଲିଆମାଲର ଗୋବର୍ଦ୍ଧନ କୁଅ। ଏକ ଠିକା ସଂସ୍ଥାରେ କାମ କରୁଥିଲେ ଗୋବର୍ଦ୍ଧନ। ସେ ଡ୍ୟୁଟିକୁ ଯିବା ପାଇଁ ରାସ୍ତା ପାରି ହେବା ବେଳେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଟ୍ରକ ଓ ଯାତ୍ରୀବାହି ଗାଡ଼ି ଅଟକି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story