ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ନକ୍ସଲ ନିହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ଏହାସହ ନକ୍ଯଲଙ୍କ ଗୁଳିରେ ଦୁଇ ଯବାନ ଆହତ ହୋଇଥିବା ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଡେନାର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ସୁରକ୍ଷା କର୍ମୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଆଜି ସକାଳେ ନକ୍ସଲଙ୍କ କ୍ୟାମ୍ପରେ ଚଢ଼ଉ କରିଥିଲେ। କିଛି ସମୟ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ […]

naxal-1234555

naxal-1234555

Tapaswini Nayak
  • Published: Wednesday, 29 April 2020
  • Updated: 29 April 2020, 02:56 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି। ଏହାସହ ନକ୍ଯଲଙ୍କ ଗୁଳିରେ ଦୁଇ ଯବାନ ଆହତ ହୋଇଥିବା ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କଡେନାର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ସୁରକ୍ଷା କର୍ମୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଆଜି ସକାଳେ ନକ୍ସଲଙ୍କ କ୍ୟାମ୍ପରେ ଚଢ଼ଉ କରିଥିଲେ। କିଛି ସମୟ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସେଠାରୁ ନକ୍ସଲମାନେ ପଲାଇ ଯାଇଥିଲେ।

ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର, ଗୋଟିଏ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story