ଘରକୁ ଫେରୁଥିଲେ, ପିଟିଦେଲା ଅଜଣା ଗାଡ଼ି

ଆସିକା(ମନୋଜ ମୁନି):  ଗଞ୍ଜାମ ଜିଲ୍ଲା  ଆସିକା ଥାନା ଅନ୍ତର୍ଗତ ଭେଟନଈ ଗାଁ ନିକଟ ଶିଶୁମନ୍ଦିର ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଭେଟନଇ ଗାଁର ଗୋପାଳ ନାହାକ। ତାଙ୍କୁ ୨୩ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗୋପାଳ ଆସିକାରୁ  ବାଇକ୍‌ ଯୋଗେ ଘରକୁ ଫେରୁଥିଲେ।  ଏହି ସମୟରେ ଭେଟନଈ ଗାଁ ନିକଟ ଶିଶୁମନ୍ଦିର ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା […]

DeadBody

DeadBody

Tapaswini Nayak
  • Published: Wednesday, 05 January 2022
  • Updated: 05 January 2022, 11:49 AM IST

Sports

Latest News

ଆସିକା(ମନୋଜ ମୁନି):  ଗଞ୍ଜାମ ଜିଲ୍ଲା  ଆସିକା ଥାନା ଅନ୍ତର୍ଗତ ଭେଟନଈ ଗାଁ ନିକଟ ଶିଶୁମନ୍ଦିର ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଭେଟନଇ ଗାଁର ଗୋପାଳ ନାହାକ। ତାଙ୍କୁ ୨୩ ବର୍ଷ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗୋପାଳ ଆସିକାରୁ  ବାଇକ୍‌ ଯୋଗେ ଘରକୁ ଫେରୁଥିଲେ।  ଏହି ସମୟରେ ଭେଟନଈ ଗାଁ ନିକଟ ଶିଶୁମନ୍ଦିର ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୋପାଳଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story