ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର

ବ୍ରହ୍ମପୁର (ଅଶୋକ ବହ୍ମା): ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ  ବଡ଼ ଭାଇ ଭାସିଯାଇଥିବା ବେଳେ ସାନକୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘରରେ। ନିଖୋଜ ସୁମିତ ମହାନ୍ତିଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ସୁମିତଙ୍କୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଆଜି ସକାଳେ ଦୁଇ ଭାଇ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗୋଧୋଇବା ବେଳେ ଉଭୟେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଭାଇ  ବୁଡ଼ିଯାଉଥିବା ଦେଖି ଅଗ୍ନିଶମ […]

Downing

Downing

Tapaswini Nayak
  • Published: Tuesday, 25 October 2022
  • Updated: 25 October 2022, 01:37 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବହ୍ମା): ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ  ବଡ଼ ଭାଇ ଭାସିଯାଇଥିବା ବେଳେ ସାନକୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘରରେ।

ନିଖୋଜ ସୁମିତ ମହାନ୍ତିଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ସୁମିତଙ୍କୁ ପ୍ରାୟ ୧୫ ବର୍ଷ ହୋଇଥିଲା।

ଆଜି ସକାଳେ ଦୁଇ ଭାଇ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗୋଧୋଇବା ବେଳେ ଉଭୟେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଭାଇ  ବୁଡ଼ିଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସାନ ଭାଇକୁ ଉଦ୍ଧାର କରିଥିବା ବେଳେ ବଡ଼ ଭାଇର ଏପର୍ଯ୍ୟନ୍ତ ପତ୍ତା ମିଳି ନାହିଁ। ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଛନ୍ତି।  ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡ଼ିଓ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story