‘O’ ପଜିଟିଭ ପରିବର୍ତ୍ତେ ଦେଇଦେଲେ ‘B’ ପଜିଟିଭ

ରାଉରକେଲା (ପବନ ତିୱାରୀ): ଭୁଲ୍‌ ରକ୍ତ ଦେବା ଯୋଗୁ ରାଉରକେଲାର ସରକାରୀ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କୁ ‘O’ ପଜିଟିଭ ପରିବର୍ତ୍ତେ ‘B’ ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏନେଇ ସେମାନେ ଡାକ୍ତର ଓ ନର୍ସଙ୍କୁ ପାଟିତୁଣ୍ଡ କରିଥିବା ବେଳେ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ମୃତ ମହିଳାଙ୍କ ନାଁ  ସରୋଜିନୀ କାକ। ସେ କୁତ୍ର ଥାନା ଅନ୍ତର୍ଗତ […]

rourkela

rourkela

Tapaswini Nayak
  • Published: Friday, 12 November 2021
  • Updated: 12 November 2021, 02:12 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଭୁଲ୍‌ ରକ୍ତ ଦେବା ଯୋଗୁ ରାଉରକେଲାର ସରକାରୀ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କୁ ‘O’ ପଜିଟିଭ ପରିବର୍ତ୍ତେ ‘B’ ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏନେଇ ସେମାନେ ଡାକ୍ତର ଓ ନର୍ସଙ୍କୁ ପାଟିତୁଣ୍ଡ କରିଥିବା ବେଳେ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି।

ମୃତ ମହିଳାଙ୍କ ନାଁ  ସରୋଜିନୀ କାକ। ସେ କୁତ୍ର ଥାନା ଅନ୍ତର୍ଗତ ବିରଂଗାଟୋଲି ପଞ୍ଚାୟତର ବୁଢ଼ାକଟା ଗାଁର ବାସିନ୍ଦା ଥିଲେ। ସେ ରକ୍ତ ଶିକୁଳି ରୋଗରେ ପୀଡ଼ିତ ଥିଲେ।

ସରୋଜିନୀ ସାନ ଭଉଣୀ ଅଞ୍ଜନା କହିଛନ୍ତି,  “ମୋ ଭଉଣୀଙ୍କର ଗୋଡ଼ହାତ ବିନ୍ଧା ହେବାରୁ ଆମେ ତାକୁ ପ୍ରଥମେ କୁତ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ସେଠାରେ ଡାକ୍ତର ଇଞ୍ଜେକସନ୍ ଦେଇ ରାଉରକେଲାର ସରକାରୀ ହସ୍ପିଟାଲକୁ ରେଫର କରିଥିଲୋ। ଗତ ୧୦ତାରିଖ ରାତିରେ ରାଉରକେଲା ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାକୁ ପ୍ରଥମେ ଇଞ୍ଜେକସନ ଦିଆଯାଇଥିଲା। ଇଞ୍ଜେକସନ ଦେବା ପରେ ମଧ୍ୟ ତାଙ୍କର ଗୋଡହାତ ବିନ୍ଧା କମି ନଥିଲା।

ତାଙ୍କୁ ରକ୍ତ ଦିଆଯିବ ବୋଲି ଡାକ୍ତର କହିଥିଲେ। ମୋ ଭଉଣୀଙ୍କର ବ୍ଲଡ ଗ୍ରୁପ  O’ ପଜିଟିଭ। ହେଲେ ରକ୍ତ ଭଣ୍ଡାରରେ ମୋତେ  ‘O’ ପଜିଟିଭ ପରିବର୍ତ୍ତେ B’ ପଜିଟିଭ ରକ୍ତ ଦେଇଥିଲେ। ମୁଁ ରକ୍ତ ନେଇ ନର୍ସଙ୍କୁ ଦେଇଥିଲି । ସେ କିଛି ନ ଦେଖି ରକ୍ତ ଲଗାଇ ଦେଇଥିଲେ।  ରକ୍ତ ଅଧା ଦିଆଯିବା ପରେ ମୋ ଭଉଣୀଙ୍କର ରକ୍ତ ପରିସ୍ରା ହୋଇଥିଲା। ଆଉ  ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।”

ଡାକ୍ତର ଜଗଦୀଶ ବାରିକ  କହିଛନ୍ତି, ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି।  ଘଟଣାର ତଦନ୍ତ ଚାଲିଛି। ଯିଏ  ଏହି ଘଟଣାରେ ଦୋଷୀ ସ୍ୟାବସ୍ତ ହେବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story