ବଗଲା ଧର୍ମଶାଳା କୋଠା ମରାମତି ପାଇଁ ୧.୭୫କୋଟି ମଞ୍ଜୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀସ୍ଥିତ ବଗଲା ଧର୍ମଶାଳା କୋଠାର ମରାମତି ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୧.୭୫କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ପ୍ରଶାସନିକ ମଞ୍ଜୁର କରିଛନ୍ତି। ପୁରୀର ବଗଲା ଧର୍ମଶାଳା କୋଠାର ମରାମତି ଓ ପୁନରୁଦ୍ଧାର ନିମନ୍ତେ ଅଭଡ଼ା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ୧କୋଟି ୭୫ଲକ୍ଷ ୫୭ହଜାର ୯୦୦ଟଙ୍କା ଖର୍ଚ୍ଚ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ପୂର୍ତ୍ତ ଅତିରିକ୍ତ ସଚିବ ବିମଳେନ୍ଦୁ ରାୟ ଏ ସମ୍ପର୍କରେ […]

bagala

bagala

Tapas Behera
  • Published: Friday, 30 October 2020
  • Updated: 30 October 2020, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀସ୍ଥିତ ବଗଲା ଧର୍ମଶାଳା କୋଠାର ମରାମତି ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୧.୭୫କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ପ୍ରଶାସନିକ ମଞ୍ଜୁର କରିଛନ୍ତି।
ପୁରୀର ବଗଲା ଧର୍ମଶାଳା କୋଠାର ମରାମତି ଓ ପୁନରୁଦ୍ଧାର ନିମନ୍ତେ ଅଭଡ଼ା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ୧କୋଟି ୭୫ଲକ୍ଷ ୫୭ହଜାର ୯୦୦ଟଙ୍କା ଖର୍ଚ୍ଚ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ପୂର୍ତ୍ତ ଅତିରିକ୍ତ ସଚିବ ବିମଳେନ୍ଦୁ ରାୟ ଏ ସମ୍ପର୍କରେ ଚିଠି ଲେଖି ରାଜ୍ୟ ମୁଖ୍ୟ ଯନ୍ତ୍ରୀ(କୋଠା)ଙ୍କୁ ଅନୁମତି ଦେଇଛନ୍ତି। ଏହି ମରାମତି କାର୍ଯ୍ୟ ପାଇଁ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପୂର୍ତ୍ତ ବିଭାଗ ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ପୁରୀର ବଳଗଣ୍ଡି ମୌଜାରେ ୨.୭୮୯ଏକର ଜମିରେ ବଗଳା ଧର୍ମଶାଳା ରହିଛି। ୧୮୯୮ ମସିହାରେ ତତ୍କାଳୀନ ବେଙ୍ଗଲ ସରକାରଙ୍କଠୁ ବାବୁ କହ୍ନେୟଲାଲ ବଗଲା ଏହି ଏହାକୁ କ୍ରୟ କରିଥିଲେ ଓ ୧୯୦୫ ମସିହାରେ ସେଠାରେ ସେ ଧର୍ମଶାଳା ନିର୍ମାଣ କରିଥିଲେ। ଯାହାକୁ ସେ ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ପ୍ରଶାସନକୁ ଦାନ କରିଦେଇଥିଲେ। ମାତ୍ର ଏହି ଧର୍ମଶାଳାର କିଛି ପରିମାଣର ଜମିକୁ ଜିଲ୍ଲା ପ୍ରଶାସନ ବିକ୍ରି କରିଦେଇଥିବାକୁ ନେଇ ଏବେ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story