କଲେଜ୍‌ ଯାଉଥିଲେ, ପିଟି ଦେଲା ଅଜଣା ଗାଡ଼ି

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର-କୁନ୍ଦେଇ ରାଜ୍ୟ ରାଜପଥର ଜୋଡ଼ିଙ୍ଗା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତ ଛାତ୍ରଙ୍କ ନା ସମୀର ପଠାରୀ। ତାଙ୍କ ଘର କୋଦଭଟ୍ଟା ଗାଁରେ। ଭୁରୁଖାମହୁଲି ଗାଁର ମୁକେଶ କେସରିଆଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଅପରାହ୍ଣରେ ସମୀର ଓ ମୁକେଶ ଏକ ବାଇକ୍ ଯୋଗେ ହାଟଭରଣ୍ଡିସ୍ଥିତ ଗଣ୍ଡୱାନା ମହାବିଦ୍ୟାଳୟକୁ ଯାଉଥିଲେ। […]

accident,,,,

accident,,,,

Tapaswini Nayak
  • Published: Wednesday, 21 August 2019
  • Updated: 21 August 2019, 10:37 AM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର-କୁନ୍ଦେଇ ରାଜ୍ୟ ରାଜପଥର ଜୋଡ଼ିଙ୍ଗା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି।

ମୃତ ଛାତ୍ରଙ୍କ ନା ସମୀର ପଠାରୀ। ତାଙ୍କ ଘର କୋଦଭଟ୍ଟା ଗାଁରେ। ଭୁରୁଖାମହୁଲି ଗାଁର ମୁକେଶ କେସରିଆଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ଅପରାହ୍ଣରେ ସମୀର ଓ ମୁକେଶ ଏକ ବାଇକ୍ ଯୋଗେ ହାଟଭରଣ୍ଡିସ୍ଥିତ ଗଣ୍ଡୱାନା ମହାବିଦ୍ୟାଳୟକୁ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମୀରଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୁକେଶଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମୀର ହାଟଭରଣ୍ଡିସ୍ଥିତ ଗଣ୍ଡୱାନା ମହାବିଦ୍ୟାଳୟରେ ପଢୁଥିବା ବେଳେ ମୁକେଶ ଏକ ଘରୋଇ ବିଦ୍ୟାଳୟରେ ପଢୁଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story