ବିଲାତି ପରେ ପିଆଜ ଆଖିରେ ଲୁହ: ହୋଲସେଲ୍ ଓ ରିଟେଲ୍ ଗୋଦାମ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଲାତି ପରେ ଏବେ ପିଆଜ କନ୍ଦାଉଛି। ପିଆଜ ଦର ଆକାଶଛୁଆଁ ହୋଇଥିବାରୁ ଖାଉଟି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସପ୍ତାହରେ କିଲୋ ପ୍ରତି ଦର ୭ ଟଙ୍କା ବଢିଛି। ଆଗକୁ ଦର ଆହୁରି ବଢିବା ଆଶଙ୍କା ଥିବାରୁ ଚିନ୍ତାରେ ରାଜ୍ୟ ସରକାର। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛି ଖାଦ୍ୟ ଯୋଗାଣ ବିଭାଗ। ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଟେଲ୍ ପଏଣ୍ଟ ଖୋଲି ହୋଲସେଲ୍ ରେଟରେ ପିଆଜ ବିକିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ବ୍ୟବସାୟୀଙ୍କ […]

onion1-750x430

onion1-750x430

Rakesh Mallick
  • Published: Monday, 31 July 2017
  • Updated: 31 July 2017, 09:57 PM IST

Sports

Latest News

ଭୁବନେଶ୍ୱର: ବିଲାତି ପରେ ଏବେ ପିଆଜ କନ୍ଦାଉଛି। ପିଆଜ ଦର ଆକାଶଛୁଆଁ ହୋଇଥିବାରୁ ଖାଉଟି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସପ୍ତାହରେ କିଲୋ ପ୍ରତି ଦର ୭ ଟଙ୍କା ବଢିଛି। ଆଗକୁ ଦର ଆହୁରି ବଢିବା ଆଶଙ୍କା ଥିବାରୁ ଚିନ୍ତାରେ ରାଜ୍ୟ ସରକାର। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛି ଖାଦ୍ୟ ଯୋଗାଣ ବିଭାଗ। ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଟେଲ୍ ପଏଣ୍ଟ ଖୋଲି ହୋଲସେଲ୍ ରେଟରେ ପିଆଜ ବିକିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ବ୍ୟବସାୟୀଙ୍କ ସହ ଆଲୋଚନା କରି ଖାଉଟିମାନଙ୍କୁ ଯେଭଳି ଉଚିତ୍ ମୂଲ୍ୟରେ ପିଆଜ ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ପିଆଜ ଦର ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀମାନେ ଉଭୟ ହୋଲସେଲ୍ ଓ ରିଟେଲ୍ ଗୋଦାମ ଉପରେ ନଜର ରଖିବା ସହ ଏଗୁଡିକର ନିୟମିତ ଯାଞ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା ଗାଁର ରଙ୍ଗାଧର ପ୍ରଧାନ। ଦୁଇ ମାସ ତଳେ ୨୦ କ୍ୱିଣ୍ଟାଲ ପିଆଜ ଅମଳ କରିଥିଲେ। କିଛି ପିଆଜ ସଢି ଯାଇଥିବା ବେଳେ ବଳକା ପିଆଜ କିଲୋ ପିଛା ୫ ଟଙ୍କାରେ ବିକ୍ରି କରିଥିଲେ। ଏବେ କିନ୍ତୁ ସ୍ଥିତି ପୁରା ଓଲଟା। ୫ଟଙ୍କାରେ ପିଆଜ ବିକ୍ରି କରୁଥିବା ରଙ୍ଗାଧାର ଏବେ ନିଜେ ୨୦ ଟଙ୍କା ଦେଇ କିଣୁଛନ୍ତି। ସେପଟେ ଗାଁରେ ଥିବା ପିଆଜ ଗୋଦାମ ଆଉ ଗୋଦାମ ହୋଇ ନାହିଁ। ପିଆଜ ସଂରକ୍ଷଣ ପାଇଁ ଥିବା ଗୋଦାମ ସ୍ଥାନରେ ରହିଛି କେବଳ ଘର। ଏପରି ଅବସ୍ଥା କେବଳ ବଲାଙ୍ଗିରରେ ନୁହେଁ  କଳାହାଣ୍ଡି, ନୂଆପଡା ଭଳି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳୁଛି।

ପରିବା ସହ ପ୍ରତିଯୋଗିତା କରି ସପ୍ତାହକ ଭିତରେ ୭ ଟଙ୍କା ବଢିଲାଣି ପିଆଜ ଦର। ଏନେଇ ଆଲୋଚନା ହେବା ପରେ ବର୍ଷା ଓ ବନ୍ୟା ଯୋଗୁଁ ଏପରି ହୋଇଛି ବୋଲି ସରକାର ସଫେଇ ଦେଉଛନ୍ତି। ମହାରାଷ୍ଟ୍ରର ନାଗପୁର ଓ ନାସିକରେ ଅଚାନକ ପିଆଦ ଦର ବୃଦ୍ଧି ପାଇଛି। ଯାହାର ପ୍ରଭାବ ଓଡିଶା ଉପରେ ପଡିଛି।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ପିଆଜ ଅଭାବ ସମସ୍ୟା ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପିଆଜ ଷ୍ଟକ୍‌ ନରଖିବାକୁ ପରାମର୍ଶ ଦିଆଯାଇଛି। ଏହି ସମସ୍ୟା ୨ରୁ ୩ ଦିନ ଭିତରେ ସମାଧାନ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story