ଝାରସୁଗୁଡ଼ା ଡାକ୍ତରଖାନାର ଓପିଡି ସ୍ଥାନାନ୍ତର

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେନେରାଲ ଆଉଟଡୋରକୁ କାଜୁଆଲିଟିକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମେଡ଼ିସିନ ୱାର୍ଡ ଓ ଅର୍ଥୋପେଡିକ ଓପିଡିକୁ ତିନି ଦିନ ପାଇଁ  ବନ୍ଦ କରି ଦିଆଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଆହୁର କହିଛନ୍ତି ଯେ, ପରିବର୍ତ୍ତିତ ସେବା ବ୍ୟବସ୍ଥା ୩ ଦିନ ପାଇଁ ଲାଗୁ ରହିବ। ସାଧାରଣ ଲୋକ ଏଥିପାଇଁ ସହଯୋଗର ହାତ ବଢ଼ାନ୍ତୁ। ମିଳିଥିବା […]

99999999

99999999

Tapaswini Nayak
  • Published: Monday, 27 July 2020
  • Updated: 27 July 2020, 01:30 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେନେରାଲ ଆଉଟଡୋରକୁ କାଜୁଆଲିଟିକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମେଡ଼ିସିନ ୱାର୍ଡ ଓ ଅର୍ଥୋପେଡିକ ଓପିଡିକୁ ତିନି ଦିନ ପାଇଁ  ବନ୍ଦ କରି ଦିଆଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଆହୁର କହିଛନ୍ତି ଯେ, ପରିବର୍ତ୍ତିତ ସେବା ବ୍ୟବସ୍ଥା ୩ ଦିନ ପାଇଁ ଲାଗୁ ରହିବ। ସାଧାରଣ ଲୋକ ଏଥିପାଇଁ ସହଯୋଗର ହାତ ବଢ଼ାନ୍ତୁ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ବେହେରାମାଲ ଅଞ୍ଚଳରେ ୫୪ ବର୍ଷୀୟ ବ୍ୟକ୍ତି ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସଂକ୍ରମିତ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପୂର୍ବରୁ ଏକ ଘରୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହେଉଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story