ଅପରେସନ୍ ଗ୍ରୀନହଣ୍ଟକୁ ବିରୋଧ, ମଦଭାଟି ପୋଡ଼ି ଦେଲେ ମାଓବାଦୀ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରି ଗାଁରେ ଗତକାଲି ମାଓବାଦୀମାନେ ଏକ ମଦଭାଟି ପୋଡ଼ିବା ଦେବା ସହ ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ପ୍ରାୟ ୧୨ ଜଣ ସଶସ୍ତ୍ର ମାଓବାଦୀ ଆସି ଏହି କାଣ୍ଡ ଭିଆଇଥିଲେ। ସେମାନେ ମଦଭାଟିରେ ଥିବା ଏକ ବାଇକ୍ ପୋଡ଼ି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସିପିଆଇ ମାଓବାଦୀଙ୍କ ନାଁ ଲେଖାଥିବା ମାଓ ପୋଷ୍ଟର ମିଳିଛି। ସେଥିରେ ଅପରେସନ ଗ୍ରୀନହଣ୍ଟକୁ ବିରୋଧ ସହ […]

nayagrah

nayagrah

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 01:47 PM IST

Sports

Latest News

ରାୟଗଡ଼ା:  ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରି ଗାଁରେ ଗତକାଲି ମାଓବାଦୀମାନେ ଏକ ମଦଭାଟି ପୋଡ଼ିବା ଦେବା ସହ ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ପ୍ରାୟ ୧୨ ଜଣ ସଶସ୍ତ୍ର ମାଓବାଦୀ ଆସି ଏହି କାଣ୍ଡ ଭିଆଇଥିଲେ। ସେମାନେ ମଦଭାଟିରେ ଥିବା ଏକ ବାଇକ୍ ପୋଡ଼ି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସିପିଆଇ ମାଓବାଦୀଙ୍କ ନାଁ ଲେଖାଥିବା ମାଓ ପୋଷ୍ଟର ମିଳିଛି। ସେଥିରେ ଅପରେସନ ଗ୍ରୀନହଣ୍ଟକୁ ବିରୋଧ ସହ ନିଶାମୁକ୍ତି ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦିଆଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story