ଆମ ପିଲା ଏତେ ଚାପ ସମ୍ଭାଳି ପାରିବେନି

କଟକ(ଓଡ଼ିଶା ରିପୋର୍ଟର) ଡିଏଭି ସ୍କୁଲ୍ ସହ ଏସସିବି ମେଡିକାଲ୍ ପବ୍ଲିକ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ ପ୍ରତିବାଦ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲର ଅଭିଭାବକ। ସ୍କୁଲର ଅଭିଭାବକମାନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା । ମିଳିତଭାେବେ ଏସସିବି ମେଡିକାଲ ପବ୍ଲିକ ସ୍କୁଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ଦ୍ୱାରା ସିବିଏସଇ ପ୍ୟାଟର୍ନରେ ପାଠ ପଢ଼ିବା ପାଇଁ ଆମ ପିଲାଙ୍କୁ ବାଧ୍ୟ କରାଯାଉଛି। ଆମେ […]

ujmn

ujmn

Tapas Behera
  • Published: Wednesday, 31 March 2021
  • Updated: 31 March 2021, 12:44 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ଡିଏଭି ସ୍କୁଲ୍ ସହ ଏସସିବି ମେଡିକାଲ୍ ପବ୍ଲିକ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ ପ୍ରତିବାଦ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲର ଅଭିଭାବକ। ସ୍କୁଲର ଅଭିଭାବକମାନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା । ମିଳିତଭାେବେ ଏସସିବି ମେଡିକାଲ ପବ୍ଲିକ ସ୍କୁଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହା ଦ୍ୱାରା ସିବିଏସଇ ପ୍ୟାଟର୍ନରେ ପାଠ ପଢ଼ିବା ପାଇଁ ଆମ ପିଲାଙ୍କୁ ବାଧ୍ୟ କରାଯାଉଛି। ଆମେ ଚାହୁଁନାହୁଁ ଆମ ପିଲାଙ୍କ ଉପରେ ସେଭଳି ଚାପ ପଡ଼ୁ । ଆମେ ସେଥିପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲୁ।  ସେ କହିଥିଲେ ଏ ବିଷୟରେ ଅଭିବାବକଙ୍କ ମତାମତ ନିଆଯାଇ ସମାଧାନର ସୂତ ବାହାର କରାଯିବ। ହେଲେ ଏ ଯାଏଁ ସେମିତି କିଛି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ବୋଲି ସ୍ୱର୍ଣ୍ଣଲତା ମହାନ୍ତି ନାମକ ଜଣେ ଅଭିଭାବକ କହିଛନ୍ତି।

ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନ ସ୍ଥଳକୁ ଆସି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ୍ । ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ  I ସ୍କୁଲ ଫଣ୍ଡରେ ଥିବା ଅର୍ଥକୁ ହଡ଼ପ କରିବାକୁ ମଧ୍ୟ ଯୋଜନା ଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେବେ ଏନେଇ ସ୍କଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story