ବିରୋଧୀ ଦଳ ନେତା ପଦ ହରାଇପାରନ୍ତି ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କ ପଦ ଯାଇପାରେ। ନରସିଂହ ମିଶ୍ରଙ୍କୁ ମିଳୁଥିବା ବିରୋଧୀ ଦଳ ନେତାର ମାନ୍ୟତା ଆଉ ମିଳିନପାରେ। ଆଇନ ଅନୁସାରେ ବିରୋଧୀ ଦଳର ମାନ୍ୟତା ପାଇବା ଲାଗି ଆବଶ୍ୟକ ସଂଖ୍ୟା କଂଗ୍ରେସ ପାଖରେ ଆଉ ନାହିଁ। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଓ ଯୋଗେଶ ସିଂହଙ୍କ ସଭ୍ୟ ପଦ ହାଇକୋର୍ଟରେ ରଦ୍ଦ ହେବାପରେ କଂଗ୍ରେସ ପାଖରେ ସଂଖ୍ୟାର ଅଭାବ ରହିଛି। ତେଣୁ […]

narasingh mishara

narasingh mishara

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କ ପଦ ଯାଇପାରେ। ନରସିଂହ ମିଶ୍ରଙ୍କୁ ମିଳୁଥିବା ବିରୋଧୀ ଦଳ ନେତାର ମାନ୍ୟତା ଆଉ ମିଳିନପାରେ। ଆଇନ ଅନୁସାରେ ବିରୋଧୀ ଦଳର ମାନ୍ୟତା ପାଇବା ଲାଗି ଆବଶ୍ୟକ ସଂଖ୍ୟା କଂଗ୍ରେସ ପାଖରେ ଆଉ ନାହିଁ। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଓ ଯୋଗେଶ ସିଂହଙ୍କ ସଭ୍ୟ ପଦ ହାଇକୋର୍ଟରେ ରଦ୍ଦ ହେବାପରେ କଂଗ୍ରେସ ପାଖରେ ସଂଖ୍ୟାର ଅଭାବ ରହିଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଓଡିଶା ବିଧାନସଭାରେ ସଭ୍ୟ ସଂଖ୍ୟା ୧୪୭ ରହିଛି। ସେଥିରୁ ବିଜେଡି ପାଖରେ ୧୧୮ ଜଣ ବିଧାୟକ ଥିବା ବେଳେ  କଂଗ୍ରେସର ୧୬ ଓ ବିଜେପିର ୧୦ ବିଧାୟକ ଅଛନ୍ତି। ବିରୋଧୀ ଦଳ ନେତା ପଦ ହାତେଇବା ପାଇଁ ସର୍ବନିମ୍ନ ୧୫ ଜଣ ବିଧାୟକ ରହିବା ଦରକାର। ସୁବଳ ସାହୁଙ୍କ ଦେହାନ୍ତ ଓ ଯୋଗେଶ ସିଂଙ୍କ ସବ୍ୟ ପଦ ଚାଲିଯିବା ପରେ ସଂଖ୍ୟା ୧୪ରେ ପହଚିଂଛି। ତେଣୁ ବିରୋଧୀ ଦଳ ନେତାର ମାନ୍ୟତା ମିଳିନପାରେ। ଆଉ ସେ ପାଉଥିବା ଷ୍ଟାଟସ ମଧ୍ୟ ମିଳିନପାରେ। ବିରୋଧୀ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story