ଓଏଏସ୍‌ ପ୍ରିଲିମିନାରୀ ପରୀକ୍ଷାରେ ୧୭୪୦ କୃତକାର୍ଯ୍ୟ

କଟକ: ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଏଏସ୍‌ ପ୍ରିଲିମିନାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ୧୭୪୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ମୋଟ୍‌ ୨୩,୩୫୦ ଜଣ ପିଲା ପରୀକ୍ଷା ଦେଇଥିଲେ।