ଓପିଏସସିର ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗ

କଟକ: ଓଡିଶା ଲୋକ ସେବା ଆୟୋଗ (ଓପିଏସସି)ରେ ପରୀକ୍ଷା ପରିଚାଳନା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆୟୋଗ ଦ୍ୱାରା ପରିଚାଳିତ ଓଏଏସ ପରୀକ୍ଷା ଓ ଏଏସଓ ପରୀକ୍ଷାକୁ ବାତିଲ କରି ଆଉ ଥରେ ପରୀକ୍ଷା କରାଇବାକୁ କିଛି ପରୀକ୍ଷାର୍ଥୀ ଦାବି କରିଛନ୍ତି। ଆଶାୟୀ ପ୍ରାର୍ଥୀମାନେ ଆଜି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଓଏଏସ ପିଲିମିନାରୀ ପରୀକ୍ଷାରେ ୨୯ଟି […]

opsc

opsc

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 11:33 AM IST

Sports

Latest News

କଟକ: ଓଡିଶା ଲୋକ ସେବା ଆୟୋଗ (ଓପିଏସସି)ରେ ପରୀକ୍ଷା ପରିଚାଳନା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆୟୋଗ ଦ୍ୱାରା ପରିଚାଳିତ ଓଏଏସ ପରୀକ୍ଷା ଓ ଏଏସଓ ପରୀକ୍ଷାକୁ ବାତିଲ କରି ଆଉ ଥରେ ପରୀକ୍ଷା କରାଇବାକୁ କିଛି ପରୀକ୍ଷାର୍ଥୀ ଦାବି କରିଛନ୍ତି। ଆଶାୟୀ ପ୍ରାର୍ଥୀମାନେ ଆଜି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ, ଓଏଏସ ପିଲିମିନାରୀ ପରୀକ୍ଷାରେ ୨୯ଟି ଇଚ୍ଛାଧୀନ ବିଷୟ ମଧ୍ୟରୁ ୧୯ଟି ବିଷୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେହିପରି ଏଏସଓ ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଓପିଏସସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story