ନନ୍ଦନକାନନରେ ଆଖିବୁଜିଲା ବିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ଓରାଙ୍ଗ ଓଟାନ୍ (ବିନି)ର ମୃତ୍ୟୁ ହୋଇଛି। ଗତ ରାତି ୯ଟା ୪୦ ମିନିଟ୍‌ରେ ଅସୁସ୍ଥତା ହେତୁ ଏହି ପ୍ରାଣୀ ଆଖି ବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ହୋଇଥିଲା। ୨୦୦୩ ନଭେମ୍ବରରେ ପୁଣେ ଚିଡିଆଖାନାରୁ ବିନିକୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ପ୍ରାୟ ବର୍ଷେ ଧରି ବୟସାଧିକଜନିତ ଶ୍ୱାସନଳୀ ସଂକ୍ରମଣର ଶିକାର ହୋଇ ସେ ଚିକିତ୍ସାଧୀନ ଥିଲା। ଆମେରିକା ଏବଂ ସିଙ୍ଗାପୁରର […]

iuuuuuuuuuu----------------

iuuuuuuuuuu----------------

Tapaswini Nayak
  • Published: Thursday, 30 May 2019
  • Updated: 30 May 2019, 08:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ଓରାଙ୍ଗ ଓଟାନ୍ (ବିନି)ର ମୃତ୍ୟୁ ହୋଇଛି। ଗତ ରାତି ୯ଟା ୪୦ ମିନିଟ୍‌ରେ ଅସୁସ୍ଥତା ହେତୁ ଏହି ପ୍ରାଣୀ ଆଖି ବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ହୋଇଥିଲା।

୨୦୦୩ ନଭେମ୍ବରରେ ପୁଣେ ଚିଡିଆଖାନାରୁ ବିନିକୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ପ୍ରାୟ ବର୍ଷେ ଧରି ବୟସାଧିକଜନିତ ଶ୍ୱାସନଳୀ ସଂକ୍ରମଣର ଶିକାର ହୋଇ ସେ ଚିକିତ୍ସାଧୀନ ଥିଲା।

ଆମେରିକା ଏବଂ ସିଙ୍ଗାପୁରର ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ତାର ଚିକିତ୍ସା କରୁଥିଲେ। ବୟସାଧିକଜନିତ ଶ୍ୱାସନଳୀରେ ସଂକ୍ରମଣ ସମସ୍ୟା ସହ ତିନି ଦିନ ହେଲା ବିନିକୁ ଥଣ୍ଡା ହୋଇଯାଇଥିଲା। ଆଜି ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story