ଗଣଶିକ୍ଷା ବିଭାଗର କଡା ତାଗିଦ୍‌: ଶିକ୍ଷକଙ୍କୁ ଅଯଥା ଅଭିଯୋଗ ନେଇ ଭୁବନେଶ୍ୱର ଆସିବା ମନା

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଶିକ୍ଷକ, ଅଧ୍ୟାପକ ଓ ନନ୍ ଟିଚିଂ ଷ୍ଟାଫ ବିଭିନ୍ନ ସମୟରେ ଅଭିଯୋଗ ନେଇ ଭୁବନେଶ୍ୱର ଆସିବା ଉପରେ ରୋକ୍ ଲଗାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର । ବିଭାଗ ପକ୍ଷରୁ ଏନେଇ ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ହୋଇଛି। ସୂଚନାଯାଗ୍ୟ, ପ୍ରତି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅଭିଯୋଗ ଶୁଣାଣି ହୋଇଥାଏ  । ତେବେ ଛୋଟ ଛୋଟ କାମ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ, ଅଧ୍ୟାପକ ଭୁବନେଶ୍ୱରକୁ […]

download (4)

download (4)

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 10:24 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଶିକ୍ଷକ, ଅଧ୍ୟାପକ ଓ ନନ୍ ଟିଚିଂ ଷ୍ଟାଫ ବିଭିନ୍ନ ସମୟରେ ଅଭିଯୋଗ ନେଇ ଭୁବନେଶ୍ୱର ଆସିବା ଉପରେ ରୋକ୍ ଲଗାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର । ବିଭାଗ ପକ୍ଷରୁ ଏନେଇ ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ହୋଇଛି।

ସୂଚନାଯାଗ୍ୟ, ପ୍ରତି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅଭିଯୋଗ ଶୁଣାଣି ହୋଇଥାଏ  । ତେବେ ଛୋଟ ଛୋଟ କାମ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ, ଅଧ୍ୟାପକ ଭୁବନେଶ୍ୱରକୁ ଆସିଥାନ୍ତି । ଯାହାଦ୍ୱାରା କି ସ୍କୁଲ୍ କଲେଜରେ ପାଠ ପଢାରେ ବ୍ୟାଘାତ ହେଉଛି । ଅଭିଯୋଗ ଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ଯଦି ବ୍ଲକ୍ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ ଭୁବନେଶ୍ୱର ଯାଇ ବିଭାଗରେ ଅଭିଯୋଗ କରିବା ପାଇଁ ଲେଖିଲେ ସମ୍ପୃକ୍ତ ଅଭିଯୋଗକାରୀ ଅଭିଯୋଗ ନେଇ ଭୁବନେଶ୍ୱର ଆସିପାରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି। ଏଥିରେ ଖିଲାପ ହେଲେ ଶୃଙ୍ଖଳାଗତ କାଯର୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story