କାମ ଦେଲାନି ଦଳବଦଳ ନିରୋଧ ଆଇନ:୯ କାଉନସିଲରଙ୍କ ସଭ୍ୟପଦ କାଏମ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ପୌର ପରିଷଦର ୯ଜଣ କାଉନସିଲରଙ୍କ ସଭ୍ୟପଦ କାଏମ ରହିଛି।  ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିବା ସହ ସେମାନଙ୍କୁ ପୁନଃ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ଦଳବଦଳ ନିରୋଧ ଆଇନ ଆଧାରରେ ନିର୍ବାଚନ ଅଧିକାରୀ ସେମାନଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହାକୁ ଚ୍ୟାଲେଂଜ କରି ୯ଜଣ କାଉନସିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଅନାସ୍ଥା ପ୍ରସ୍ତାବ ଆଗତ ସମୟରେ ଦଳ ବଦଳ ନିରୋଧ ଆଇନ କାର୍ଯ୍ୟକାରୀ ହୋଇ ନ ଥିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ […]

Odisha-HC

Odisha-HC

Rakesh Mallick
  • Published: Friday, 05 January 2018
  • Updated: 05 January 2018, 02:53 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ପୌର ପରିଷଦର ୯ଜଣ କାଉନସିଲରଙ୍କ ସଭ୍ୟପଦ କାଏମ ରହିଛି।  ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିବା ସହ ସେମାନଙ୍କୁ ପୁନଃ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ଦଳବଦଳ ନିରୋଧ ଆଇନ ଆଧାରରେ ନିର୍ବାଚନ ଅଧିକାରୀ ସେମାନଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହାକୁ ଚ୍ୟାଲେଂଜ କରି ୯ଜଣ କାଉନସିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଅନାସ୍ଥା ପ୍ରସ୍ତାବ ଆଗତ ସମୟରେ ଦଳ ବଦଳ ନିରୋଧ ଆଇନ କାର୍ଯ୍ୟକାରୀ ହୋଇ ନ ଥିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ କରାଯିବା ଠିକ ହୋଇନାହିଁ ବୋଲି ୯ଜଣ କାଉନସିଲରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos