ଓସ୍କାର ଚିଟ୍‌ଫଣ୍ଡ ମାମଲା: ଧରାପଡ଼ିଲେ ଦୀପକ ଖତ୍ରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ଦୀପକ ଖତ୍ରି ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ସୁରତ ପୋଲିସ ଗିରଫ କରିଛି। ଓସ୍କାର କମ୍ପାନୀ ଏମ୍‌ଡି ଓ ସିଏମ୍‌ଡିଙ୍କଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନୀର ସଂପତ୍ତି ବିକ୍ରି କରୁଥିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା। ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିଲେ। ଓସ୍କାର ଚିଟଫଣ୍ଡ ଠକେଇ ପଦାକୁ ଆସିବା ପରଠାରୁ ସେ ଫେରାର ଥିଲେ। […]

oscar

oscar

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 07:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ଦୀପକ ଖତ୍ରି ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ସୁରତ ପୋଲିସ ଗିରଫ କରିଛି। ଓସ୍କାର କମ୍ପାନୀ ଏମ୍‌ଡି ଓ ସିଏମ୍‌ଡିଙ୍କଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନୀର ସଂପତ୍ତି ବିକ୍ରି କରୁଥିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା।

ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିଲେ। ଓସ୍କାର ଚିଟଫଣ୍ଡ ଠକେଇ ପଦାକୁ ଆସିବା ପରଠାରୁ ସେ ଫେରାର ଥିଲେ। ସୁରତ ଅଞ୍ଚଳରେ ରହୁଥିବା ଶହ ଶହ ଓଡ଼ିଆଙ୍କୁ କମ୍ପାନୀ ଠକିଥିବା ଅଭିଯୋଗ ରହିଛି। ଗିରଫ ପରେ ଦୀପକଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ସୁରତ ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos