ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ, ବସ୍‌ ଚାଲିବ

ଭୁବନେଶ୍ୱର( ଓଡିଶା ରିପୋର୍ଟର): ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।  ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।  ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଏବଂ ପଦୋନ୍ନତି […]

osrtc bus

osrtc bus

Rakesh Mallick
  • Published: Monday, 26 February 2018
  • Updated: 26 February 2018, 02:46 PM IST

Sports

Latest News

ଭୁବନେଶ୍ୱର( ଓଡିଶା ରିପୋର୍ଟର): ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।  ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।  ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଏବଂ ପଦୋନ୍ନତି ‌ଆଦି ପ୍ରମୁଖ ୫ ଦଫା ଦାବି ନେଇ OSRTC କର୍ମଚାରୀ ‌ଆଜିଠୁ ‌ଆନ୍ଦୋଳନ ଡାକରା ଦେଇଥିଲେ।  ଫଳରେ ରାଜ୍ୟବ୍ୟାପି ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos