ଓଟିଭି ସିଟିଜେନ୍‌ ଆୱାର୍ଡ: ୫ମ ସଂସ୍କରଣ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଟିଭି ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ସିଟିଜେନ୍‌ ଆୱାର୍ଡ଼। ଚଳିତବର୍ଷ ଏହାର ପଞ୍ଚମ ସଂସ୍କାରଣ ପାଇଁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା। ରାଜନୀତି, କୃଷି, ଶିକ୍ଷା, ସମାଜସେବା, କ୍ରୀଡ଼ା, ମନୋରଞ୍ଜନ, ଶିଳ୍ପ, କଳା ଓ ସଂସ୍କୃତି ପ୍ରଭୃତି ୮ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଏ। ଏଥିସହ ଯୁବ ଉଦ୍ୟୋଗପତି ଭାବେ ଜଣଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଏ। ସ୍ୱଚ୍ଛ ଚୟନ […]

citizen

citizen

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 09:56 PM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଟିଭି ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ସିଟିଜେନ୍‌ ଆୱାର୍ଡ଼। ଚଳିତବର୍ଷ ଏହାର ପଞ୍ଚମ ସଂସ୍କାରଣ ପାଇଁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା। ରାଜନୀତି, କୃଷି, ଶିକ୍ଷା, ସମାଜସେବା, କ୍ରୀଡ଼ା, ମନୋରଞ୍ଜନ, ଶିଳ୍ପ, କଳା ଓ ସଂସ୍କୃତି ପ୍ରଭୃତି ୮ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଏ। ଏଥିସହ ଯୁବ ଉଦ୍ୟୋଗପତି ଭାବେ ଜଣଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଏ।

ସ୍ୱଚ୍ଛ ଚୟନ ପ୍ରକ୍ରିୟା ପାଇଁ ଏକ ଜୁରୀ କମିଟି ଗଠନ କରାଯାଇଛି। ପୂର୍ବତନ ପୋଲିସ୍‌ ଡିଜି ଗୋପାଳ ନନ୍ଦ, ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ମିହିର ଦାସ, ସାଂସଦ ରଞ୍ଜିବ ବିଶ୍ୱାଳ ଓ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ପ୍ରମୁଖ କମିଟିରେ ରହିଛନ୍ତି। ଆଜି ଏହି କମିଟି ବିଭିନ୍ନ ବର୍ଗ ପାଇଁ ପ୍ରତିଭା ଚୟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story