ଓଟିଭି ସିଟିଜେନ୍‌ ଆୱାର୍ଡ: ୫ମ ସଂସ୍କରଣ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଟିଭି ପକ୍ଷରୁ ଆୟୋଜନ କରାଯାଉଛି ଓଡ଼ିଶା ସିଟିଜେନ୍‌ ଆୱାର୍ଡ଼। ଚଳିତବର୍ଷ ଏହାର ପଞ୍ଚମ ସଂସ୍କାରଣ ପାଇଁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା। ରାଜନୀତି, କୃଷି, ଶିକ୍ଷା, ସମାଜସେବା, କ୍ରୀଡ଼ା, ମନୋରଞ୍ଜନ, ଶିଳ୍ପ, କଳା ଓ ସଂସ୍କୃତି ପ୍ରଭୃତି ୮ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଏ। ଏଥିସହ ଯୁବ ଉଦ୍ୟୋଗପତି ଭାବେ ଜଣଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଏ।

ସ୍ୱଚ୍ଛ ଚୟନ ପ୍ରକ୍ରିୟା ପାଇଁ ଏକ ଜୁରୀ କମିଟି ଗଠନ କରାଯାଇଛି। ପୂର୍ବତନ ପୋଲିସ୍‌ ଡିଜି ଗୋପାଳ ନନ୍ଦ, ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ମିହିର ଦାସ, ସାଂସଦ ରଞ୍ଜିବ ବିଶ୍ୱାଳ ଓ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ପ୍ରମୁଖ କମିଟିରେ ରହିଛନ୍ତି। ଆଜି ଏହି କମିଟି ବିଭିନ୍ନ ବର୍ଗ ପାଇଁ ପ୍ରତିଭା ଚୟନ କରିଛନ୍ତି।

ଆହୁରି ପଢ଼ନ୍ତୁ

ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀଙ୍କୁ କରୋନା

‘ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ ’

ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍

ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ

ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ

ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜୀବନ

ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ-Corona Report of Odisha

ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ

ଚିନ୍ତା ବଢ଼ାଉଛି ଗଞ୍ଜାମ, ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଉଦ୍‌ବେଗ

ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାଗଲା ମୃତଦେହ

ଭାଇରାଲ ଅଡିଓ ମାମଲା; ଅଟକଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖି ବନ୍ଧା ହେଲେ ୨୨