ଓୟୁଟିରେ ପ୍ରଥମବର୍ଷ ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ଘଟଣା: ୫ ଛାତ୍ର ବର୍ଷକ ପାଇଁ ବହିଷ୍କୃତ

ଭୁବନେଶ୍ୱର: ଓୟୁଟିର ପ୍ରଥମବର୍ଷ ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ ୫ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର ନିମନ୍ତେ ନିଷ୍ପତ୍ତି ହୋଇଛି। ଏହି ୫ଜଣ ଛାତ୍ରଙ୍କ ମଧ୍ୟରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପିଜି ଛାତ୍ର ଅଛନ୍ତି। ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟ ୧୦ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଓୟୁଏଟି ଭିସି ମନରଞ୍ଜନ କର ଏହି ସୂଚନା ଦେଇଛନ୍ତି। ଆଜି ଭିସି ଏବଂ ଡିସିପ୍ଲିନାରୀ କମିଟି ଅଧକ୍ଷତାରେ ବୈଠକ […]

out

out

Rakesh Mallick
  • Published: Friday, 27 November 2015
  • Updated: 27 November 2015, 01:43 PM IST

Sports

Latest News

ଭୁବନେଶ୍ୱର: ଓୟୁଟିର ପ୍ରଥମବର୍ଷ ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ ୫ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର ନିମନ୍ତେ ନିଷ୍ପତ୍ତି ହୋଇଛି। ଏହି ୫ଜଣ ଛାତ୍ରଙ୍କ ମଧ୍ୟରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପିଜି ଛାତ୍ର ଅଛନ୍ତି। ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟ ୧୦ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଓୟୁଏଟି ଭିସି ମନରଞ୍ଜନ କର ଏହି ସୂଚନା ଦେଇଛନ୍ତି। ଆଜି ଭିସି ଏବଂ ଡିସିପ୍ଲିନାରୀ କମିଟି ଅଧକ୍ଷତାରେ ବୈଠକ ବସିଥିଲା। ବୈଠକରେ ଫରେଷ୍ଟ୍ରି ବିଭାଗର ଜୁନିୟର ଛାତ୍ରଙ୍କ ଉପରେ ସିନିୟର ଛାତ୍ର କରିଥିବା ରାଗିଂ ବିଷୟରେ ତର୍ଜମା କରାଯାଇଥିଲା। ଗତ ୨୪ତାରିଖରେ ଫରେଷ୍ଟ୍ରି ବିଭାଗର ୧୦ରୁ ୧୨ଜଣ ଛାତ୍ରଙ୍କ ଉପରେ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story