ବ୍ରାହ୍ମଣୀ ବ୍ରିଜରୁ ଡେଇଁ ପଡ଼ିଲେ ଯୁବକ

ରାଉରକେଲା(ପବନ ତିୱାରୀ): ରାଉରକେଲା ଦିତୀୟ ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଗୁରୁତର ଭାବେ ଯୁବକଙ୍କୁ ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି।  ଯୁବକ ଜଣଙ୍କ ହେଲେ ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡ଼ାର ବିନିତ ଅଗ୍ରୱାଲ। ବିନିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ୪୦ ବର୍ଷ  ହେବ। ବିନିତ କେଉଁ କାରଣ ପାଇଁ ନନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ତାର କାରଣ ଜଣାପଡ଼ିନାହିଁ।  ପାରିବାରିକ […]

bhamini bridge

bhamini bridge

Tapaswini Nayak
  • Published: Friday, 04 November 2022
  • Updated: 04 November 2022, 01:17 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ରାଉରକେଲା ଦିତୀୟ ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଗୁରୁତର ଭାବେ ଯୁବକଙ୍କୁ ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି।  ଯୁବକ ଜଣଙ୍କ ହେଲେ ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡ଼ାର ବିନିତ ଅଗ୍ରୱାଲ। ବିନିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ୪୦ ବର୍ଷ  ହେବ।

ବିନିତ କେଉଁ କାରଣ ପାଇଁ ନନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ତାର କାରଣ ଜଣାପଡ଼ିନାହିଁ।  ପାରିବାରିକ କଳହ ଯୋଗୁ  ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି। ବିନିତଙ୍କ ପରିବାର ଲୋକ ହସପିଟାଲରେ ପହଞ୍ଚିଛନ୍ତି। ପୁଲିସ ପହଞ୍ଚି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story