ପବନରେ ପଡ଼ି ଭାଙ୍ଗି ଯାଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି: ସମ୍ବଲପୁର ଏସ୍‌ପି

ସମ୍ବଲପୁର: ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ୨୪ ଘଣ୍ଟା ନ ପୂରୁଣୁ ଭାଙ୍ଗି ପଡ଼ିବା ଘଟଣା ନୂଆ ମୋଡ଼ ନେଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ବୁର୍ଲା ଥାନାରେ ଏତଲା ଦେଇଥିବା ବେଳେ କୁଳପତି ଏହି ଘଟଣା ପଛରେ ଅନ୍ୟ କାହାର ହାତ ଥାଇପାରେ ବୋଲି ଗତକାଲି କହିଥିଲେ। ପୋଲିସ୍ ମଧ୍ୟ ଏହି ଅନୁମାନ କରୁଥିଲା। କିନ୍ତୁ ଆଜି ସମ୍ବଲପୁର ଏସ୍‌ପି ଅଖିଳେଶ୍ୱର ସିଂ ସ୍ପଷ୍ଟ କରିଛନ୍ତି ଯେ କେହି […]

smb-gangdi-mruti-266x266

smb-gangdi-mruti-266x266

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 12:55 PM IST

Sports

Latest News

ସମ୍ବଲପୁର: ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ୨୪ ଘଣ୍ଟା ନ ପୂରୁଣୁ ଭାଙ୍ଗି ପଡ଼ିବା ଘଟଣା ନୂଆ ମୋଡ଼ ନେଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ବୁର୍ଲା ଥାନାରେ ଏତଲା ଦେଇଥିବା ବେଳେ କୁଳପତି ଏହି ଘଟଣା ପଛରେ ଅନ୍ୟ କାହାର ହାତ ଥାଇପାରେ ବୋଲି ଗତକାଲି କହିଥିଲେ। ପୋଲିସ୍ ମଧ୍ୟ ଏହି ଅନୁମାନ କରୁଥିଲା। କିନ୍ତୁ ଆଜି ସମ୍ବଲପୁର ଏସ୍‌ପି ଅଖିଳେଶ୍ୱର ସିଂ ସ୍ପଷ୍ଟ କରିଛନ୍ତି ଯେ କେହି ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ନାହାନ୍ତି ବରଂ ଏହା ପବନରେ ପଡ଼ି ଭାଙ୍ଗି ଯାଇଛି।

ସେ କହିଛନ୍ତି,“ପାରିପାର୍ଶ୍ୱିକ ସ୍ଥିତି, ସାଇଣ୍ଟିଫିକ୍ ଟିମ୍‌ର ଅନୁଧ୍ୟାନ ଓ ପୋଲିସ୍‌ର ତଦନ୍ତରୁ ପ୍ରତିମୂର୍ତ୍ତିଟି ପବନରେ ପଡ଼ି ଭାଙ୍ଗି ଥିବା ସ୍ପଷ୍ଟ ହୋଇଛି। ଗତକାଲି ପର୍ଯ୍ୟନ୍ତ ଆମେ ବି ସନ୍ଦେହ କରୁଥିଲୁ ଯେ କେହି ଦୁର୍ବୃତ୍ତ ପ୍ରତିମୂର୍ତ୍ତିଟିକୁ ଭାଙ୍ଗି ଦେଇଥିବ। କିନ୍ତୁ ଏହା ପବନରେ ପଡ଼ି ଭାଙ୍ଗି ଯାଇଛି। ଅଧିକ ପବନ ଯୋଗୁଁ ନିକଟରୁ ଏକ ଟେଣ୍ଟ୍ ଉଡ଼ି ଆସି ପ୍ରତିମୂର୍ତ୍ତିରେ ମାଡ଼ ହୋଇଥିଲା। ପ୍ରତିମୂର୍ତ୍ତିଟି ଅଳ୍ପ ସମୟ ପୂର୍ବରୁ ସ୍ଥାପିତ ହୋଇଥିବାରୁ ମାଟି ଓଦା ଥିଲା। ତେଣୁ ତାହା ଭାଙ୍ଗି ଯାଇଥିଲା।”

ଗତ ୪ ତାରିଖ ସନ୍ଧ୍ୟାରେ ମହାତ୍ମା ଗାନ୍ଧୀଙ୍କ ସମେତ ଆଉ ତିନି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟ  ପରିସରରେ ସ୍ଥାପନ  କରାଯାଇଥିଲା। ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ। ତେବେ ୫ ତାରିଖ ସକାଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ବୁର୍ଲା ନଗର କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର  ଦୃଷ୍ଟି  ଆକର୍ଷଣ କରାଯାଇଥିଲା। ଘଟଣାର ତଦନ୍ତ ଦାବି କରି କଂଗ୍ରେସ କର୍ମୀମାନେ ପ୍ରତିମୂର୍ତ୍ତିର ଭଙ୍ଗା ଅଂଶକୁ ସେଠାରୁ ଅପସାରଣ କରିବାକୁ ଦେଇ ନ ଥିଲେ।  ପ୍ରତିବାଦରେ ଦଳ ପକ୍ଷରୁ ୭  ତାରିଖ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ଡାକରା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story