ପଦ୍ମଭୂଷଣ ଡକ୍ଟର ତ୍ରିଲୋଚନ ପ୍ରଧାନଙ୍କୁ ‘କଳିଙ୍ଗ ସମ୍ମାନ-୨୦୧୪’

ଭୁବନେଶ୍ୱର:୨୦୧୪ ବର୍ଷ ପାଇଁ ସମ୍ମାନଜନକ ‘କଳିଙ୍ଗ ସମ୍ମାନ’ ପାଇଛନ୍ତି ପଦ୍ମଭୂଷଣ ଡକ୍ଟର ତ୍ରିଲୋଚନ ପ୍ରଧାନ। ବୁଧବାର ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ‘ପପୁଲାରାଇଜେସନ ଅଫ୍ ସାଇନ୍ସ ଏମଙ୍ଗ କମନମ୍ୟାନ’ ଅର୍ଥାତ ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଆଦୃତ କରିବାରେ ଉଲ୍ଲଖେନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ […]

kalinga-samman-bijeta-trilochan-pradhan

kalinga-samman-bijeta-trilochan-pradhan

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 03:35 AM IST

Sports

Latest News

ଭୁବନେଶ୍ୱର:୨୦୧୪ ବର୍ଷ ପାଇଁ ସମ୍ମାନଜନକ ‘କଳିଙ୍ଗ ସମ୍ମାନ’ ପାଇଛନ୍ତି ପଦ୍ମଭୂଷଣ ଡକ୍ଟର ତ୍ରିଲୋଚନ ପ୍ରଧାନ। ବୁଧବାର ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ‘ପପୁଲାରାଇଜେସନ ଅଫ୍ ସାଇନ୍ସ ଏମଙ୍ଗ କମନମ୍ୟାନ’ ଅର୍ଥାତ ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଆଦୃତ କରିବାରେ ଉଲ୍ଲଖେନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଡକ୍ଟର ତ୍ରିଲୋଚନ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ଇନଷ୍ଟିଚ୍ୟୁଟ୍ ଅପ୍ ଫିଜିକ୍ସର ପ୍ରତିଷ୍ଠାତା ସଭାପତି ଥିଲେ। ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଫାଉଣ୍ଡସେନ୍ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos