ପଦ୍ମଳୟାଙ୍କୁ ବିମାନବନ୍ଦରରେ ସ୍ୱାଗତ

ଭୁବନେଶ୍ୱର: ଜର୍ଜିଆରେ ଅନୁଷ୍ଠିତ ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ମୁକୁଟ ବିଜୟୀ ହୋଇ ଓଡିଶା ଫେରିଛନ୍ତି ପଦ୍ମାଳୟା ନନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଦ୍ମାଳୟା ଲିଟିଲ୍ ମିସ୍ ୟୁନିଭର୍ସ ଇଣ୍ଟରନେଟ୍ ୨୦୧୭ ଟାଇଟଲ୍ ସହ ଲିଟିଲ୍ ମିସ୍ ଆକ୍ଟ୍ରେସ୍ ଓ ଲିଟିଲ ମିସ୍ ୟୁନିଭର୍ସ ଗ୍ରାଣ୍ଡ ପିକ୍ସ ଦୁଇଟି ସବ୍ ଟାଇଟଲ୍ ବିଜୟୀ ହୋଇଛନ୍ତି। ଆଗକୁ ସେ ଗ୍ରୀସ୍‌ରେ ହେବାକୁ ଥିବା ଲିଟିଲ୍ ମିସ୍ ଓ୍ୱାର୍ଲଡ ଓ ଜୁନିୟର ମଡେଲ୍ […]

Padmalaya-Nanda-Beauty-contestant

Padmalaya-Nanda-Beauty-contestant

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 10:57 PM IST

Sports

Latest News

ଭୁବନେଶ୍ୱର: ଜର୍ଜିଆରେ ଅନୁଷ୍ଠିତ ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ମୁକୁଟ ବିଜୟୀ ହୋଇ ଓଡିଶା ଫେରିଛନ୍ତି ପଦ୍ମାଳୟା ନନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପଦ୍ମାଳୟା ଲିଟିଲ୍ ମିସ୍ ୟୁନିଭର୍ସ ଇଣ୍ଟରନେଟ୍ ୨୦୧୭ ଟାଇଟଲ୍ ସହ ଲିଟିଲ୍ ମିସ୍ ଆକ୍ଟ୍ରେସ୍ ଓ ଲିଟିଲ ମିସ୍ ୟୁନିଭର୍ସ ଗ୍ରାଣ୍ଡ ପିକ୍ସ ଦୁଇଟି ସବ୍ ଟାଇଟଲ୍ ବିଜୟୀ ହୋଇଛନ୍ତି। ଆଗକୁ ସେ ଗ୍ରୀସ୍‌ରେ ହେବାକୁ ଥିବା ଲିଟିଲ୍ ମିସ୍ ଓ୍ୱାର୍ଲଡ ଓ ଜୁନିୟର ମଡେଲ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ଭାଗ ନେବେ। ନିଜ ସଫଳତା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos