ଦିଲ୍ଲୀରେ ଏମିତି ପଖାଳ ଦିବସ ପାଳିଲେ ଆମ ସାଂସଦ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ସବୁଆଡେ ଲୋକେ ପଖାଳ ଖାଇବାରେ ମାତିଥିଲେ। ଏ କଥା ଆମ ମାନ୍ୟବର ଏମ୍‌ପିମାନେ ବି ବାଦ୍‌ ପଡନ୍ତେ ବା କିପରି। ଦିଲ୍ଲୀରେ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବାରୁ ଆମ ଓଡିଆ ଏମ୍‌ପିମାନେ ଏବେ ସବୁ ସେଇଠି। ଆଉ ଏତିକି ବେଳକୁ ପଡିଲା ପଖାଳ ଦିସବ। ବାସ୍‌, ଏଇ ପର୍ବ ପାଳିବା ଲାଗି ଢେଙ୍କାନାଳ ଏମ୍‌ପିଙ୍କ ନେତୃତ୍ୱରେ ରାଜଧାନୀର ହାଉସ୍‌ଖାସ୍‌ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିଲା ପଖାଳ ଚର୍ଚ୍ଚା। ତଳେ ଚଟେଇ ପାରି ବସିଥିବା ରାଜନୀତିର […]

trt

trt

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 07:10 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ସବୁଆଡେ ଲୋକେ ପଖାଳ ଖାଇବାରେ ମାତିଥିଲେ। ଏ କଥା ଆମ ମାନ୍ୟବର ଏମ୍‌ପିମାନେ ବି ବାଦ୍‌ ପଡନ୍ତେ ବା କିପରି। ଦିଲ୍ଲୀରେ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବାରୁ ଆମ ଓଡିଆ ଏମ୍‌ପିମାନେ ଏବେ ସବୁ ସେଇଠି। ଆଉ ଏତିକି ବେଳକୁ ପଡିଲା ପଖାଳ ଦିସବ। ବାସ୍‌, ଏଇ ପର୍ବ ପାଳିବା ଲାଗି ଢେଙ୍କାନାଳ ଏମ୍‌ପିଙ୍କ ନେତୃତ୍ୱରେ ରାଜଧାନୀର ହାଉସ୍‌ଖାସ୍‌ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିଲା ପଖାଳ ଚର୍ଚ୍ଚା। ତଳେ ଚଟେଇ ପାରି ବସିଥିବା ରାଜନୀତିର ଏହି ମୁଖିଆମାନେ ପଖାଳ ଖାଉଛନ୍ତି। ଏମିତି କିଛି ଫଟୋ ପୋଷ୍ଟ କରିଛନ୍ତି ବାବୁ ତଥାଗତ। ନିଜ ଅଫିସିଆଲ ଫେସବୁକ୍‌ ଆକାଉଣ୍ଟରେ ଏଭଳି ଫଟୋ ପୋଷ୍ଟ କରି ତଥାଗତ ଲେଖିଛନ୍ତି “ଜୟ ଓଡିଶା” । ତା ହେଲେ ଅସନ୍ତୁ ଦେଖିବା ତଥାଗତଙ୍କ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏହି ଫଟୋଗୁଡିକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story