ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ୨୧ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ବଡ଼ ଦେଉଳି ପଞ୍ଚାୟତର ଝାଡ଼ଡୁମୁରିଆ ଗାଁର ୧ନମ୍ବର ୱାର୍ଡରେ ଆଜି ସାନି ମତଦାନ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ ହୋଇଥିଲା। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ପାଇଁ  ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତର ୩ଟି ବୁଥରେ ଆଜି ସାନି ମତଦାନ ହୋଇଛି। ଗତ ୧୫ ତାରିଖରେ  ଗଣ୍ଡଗୋଳ ଟୋଗୁଁ ନିର୍ବାଚନ ବାତିଲ ହୋଇଥିଲା। ଯାଜପୁର […]

pancayata

pancayata

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 02:44 PM IST

Sports

Latest News

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ବଡ଼ ଦେଉଳି ପଞ୍ଚାୟତର ଝାଡ଼ଡୁମୁରିଆ ଗାଁର ୧ନମ୍ବର ୱାର୍ଡରେ ଆଜି ସାନି ମତଦାନ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ ହୋଇଥିଲା। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ପାଇଁ  ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତର ୩ଟି ବୁଥରେ ଆଜି ସାନି ମତଦାନ ହୋଇଛି। ଗତ ୧୫ ତାରିଖରେ  ଗଣ୍ଡଗୋଳ ଟୋଗୁଁ ନିର୍ବାଚନ ବାତିଲ ହୋଇଥିଲା।

ଯାଜପୁର ଜିଲ୍ଲାର ୬ଟି ବ୍ଲକର ୧୭ଟି ବୁଥରେ ସାନି ମତଦାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story