ପଞ୍ଚାୟତ ନିର୍ବାଚନ: ମଇଦାନରେ ୩ ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡ଼ିକ ତତ୍ପର ହୋଇ ପଡ଼ିଲେଣି। ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ରାଜନୈତିକ ଦଳ ଗୁଡ଼ିକ ମଇଦାନ ଓହ୍ଲାଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ଜୋରଦାର କରିବା ପାଇଁ ଗତକାଲି କଂଗ୍ରେସ ତା’ର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ଏଥିରେ ବିରୋଧୀ ଦଳ ନେତାଙ୍କ ସମେତ ୪୦ ଜଣଙ୍କୁ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ କୁଶାସନକୁ ଅସ୍ତ୍ର କରି ଗ୍ରାମଞ୍ଚଳକୁ ଯିବ […]

political

political

Rakesh Mallick
  • Published: Monday, 23 January 2017
  • Updated: 23 January 2017, 08:09 PM IST

Sports

Latest News

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡ଼ିକ ତତ୍ପର ହୋଇ ପଡ଼ିଲେଣି। ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ରାଜନୈତିକ ଦଳ ଗୁଡ଼ିକ ମଇଦାନ ଓହ୍ଲାଇଛନ୍ତି।

ପଞ୍ଚାୟତ ନିର୍ବାଚନକୁ ଜୋରଦାର କରିବା ପାଇଁ ଗତକାଲି କଂଗ୍ରେସ ତା’ର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ଏଥିରେ ବିରୋଧୀ ଦଳ ନେତାଙ୍କ ସମେତ ୪୦ ଜଣଙ୍କୁ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ କୁଶାସନକୁ ଅସ୍ତ୍ର କରି ଗ୍ରାମଞ୍ଚଳକୁ ଯିବ କଂଗ୍ରେସ।

କଂଗ୍ରେସ କୋଷାଧ୍ୟକ୍ଷ ମହମ୍ମଦ ମୋକିମ କହିଛନ୍ତି,“ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ପ୍ରଚାର କାର୍ଯ୍ୟ ଆରମ୍ଭ କରାଯିବ। ଆଜି ମଧ୍ୟ କେତେକ ସ୍ଥାନରେ ପ୍ରଚାର କାର୍ଯ୍ୟ ଆରମ୍ଭ କରାଯାଇଛି।”

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରଚାର ରଥ ବାହାର କରିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ୬୦ ଜଣିଆଙ୍କ ନାଁ ମଧ୍ୟ ଘୋଷଣା କରିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ପ୍ରଚାର କରୁଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ରେ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ରାଜ୍ୟ ସରକାରଙ୍କ କୁଶାସନକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ।”

ବଜେଡି ମଧ୍ୟରେ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ପଛରେ ପଡ଼ିନାହିଁ। ରାଜ୍ୟର ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ। ଏପରିକି କେନ୍ଦ୍ର ସରକାରଙ୍କ ଅସହଯୋଗକୁ ମଧ୍ୟ ବିଜେଡି ମୁଦ୍ଦା କରିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଦଳ ତା’ର ପ୍ରସ୍ତୁତ ଜୋରଦାର କରିଛି। ୭ ଦିନ ପରେ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନରମାନେ ମଇଦାନକୁ ଓହ୍ଲାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story