ନିର୍ବାଚନୀ ହିଂସା: ୩ଟି ଦୋକାନ ଜାଳି ଦେଲେ

ଜଗତସିଂହପୁର: ରାଜ୍ୟରେ ଥମୁନି ନିର୍ବାଚନୀ ହିଂସା। ଜଗତସିଂହପୁର ଜିଲ୍ଲା ଇବିରିସିଂ ଛକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖା ଦେଇଛି। ଏହି ଛକରେ ଥିବା ୩ଟି ଦୋକାନ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଜଣେ ବିଜୟୀ ବିଜେଡି ପ୍ରାର୍ଥୀଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ହଠାତ୍ ଏଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ନେଇ ବିଜେଡି ସମର୍ଥକ ବିଳମ୍ବିତ ରାତିରେ ଏଠାରେ ଥିବା ତିନିଟି ଦୋକାନ ଘରେ ନିଆଁ ଲଗାଇ ଦେଇଥିବା କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ […]

charedhouse

charedhouse

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 12:24 PM IST

Sports

Latest News

ଜଗତସିଂହପୁର: ରାଜ୍ୟରେ ଥମୁନି ନିର୍ବାଚନୀ ହିଂସା। ଜଗତସିଂହପୁର ଜିଲ୍ଲା ଇବିରିସିଂ ଛକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖା ଦେଇଛି। ଏହି ଛକରେ ଥିବା ୩ଟି ଦୋକାନ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଜଣେ ବିଜୟୀ ବିଜେଡି ପ୍ରାର୍ଥୀଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ହଠାତ୍ ଏଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ନେଇ ବିଜେଡି ସମର୍ଥକ ବିଳମ୍ବିତ ରାତିରେ ଏଠାରେ ଥିବା ତିନିଟି ଦୋକାନ ଘରେ ନିଆଁ ଲଗାଇ ଦେଇଥିବା କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ ଗିରଫ ପ୍ରତିବାଦରେ ଧାରଣା ମଧ୍ୟ ଦିଆଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story