ପଞ୍ଚାୟତ ନିର୍ବାଚନରେ ଟଙ୍କା କାରବାର ଅଭିଯୋଗ

ଝାରସୁଗୁଡା: ପଞ୍ଚାୟତ ନିର୍ବାଚନ ବେଳେ ଝାରସୁଗୁଡାରେ ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଉଛି। ଏପରି ଅଭିଯୋଗକୁ ଆଧାର କରି ଆଜି ଝାରସୁଗୁଡା ଜିଲ୍ଲା କଣ୍ଢେଇକେଲାର ଦେବରାଜ ବାରିକଙ୍କ ଘରେ ଚଢାଉ କରି ପୋଲିସ ୧୨ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି। ଦେବରାଜ କ’ଣ ପାଇଁ ଏତେ ଟଙ୍କା ରଖିଥିଲେ ? ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚ ପାଇଁ ଏହା ରଖିଥିଲେ କି ନାହିଁ ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି। ତେବେ ଏପରି ଅଭିଯୋଗକୁ […]

pc

pc

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 08:19 PM IST

ଝାରସୁଗୁଡା: ପଞ୍ଚାୟତ ନିର୍ବାଚନ ବେଳେ ଝାରସୁଗୁଡାରେ ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଉଛି। ଏପରି ଅଭିଯୋଗକୁ ଆଧାର କରି ଆଜି ଝାରସୁଗୁଡା ଜିଲ୍ଲା କଣ୍ଢେଇକେଲାର ଦେବରାଜ ବାରିକଙ୍କ ଘରେ ଚଢାଉ କରି ପୋଲିସ ୧୨ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି। ଦେବରାଜ କ’ଣ ପାଇଁ ଏତେ ଟଙ୍କା ରଖିଥିଲେ ? ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚ ପାଇଁ ଏହା ରଖିଥିଲେ କି ନାହିଁ ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି। ତେବେ ଏପରି ଅଭିଯୋଗକୁ ଦେବରାଜଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି।

ଗତକାଲି ଲଖନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଗୌତମ ପ୍ରଧାନଙ୍କ ଗାଡିରୁ ୮୮ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ତହସିଲଦାର ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।

ଅନ୍ୟପକ୍ଷରେ ଯେଉଁ ସ୍ଥାନରୁ ଏପରି ଅଭିଯୋଗ ଆସୁଛି ସେଠାରୁ ରିପୋର୍ଟ ମଗାଯାଇଥିବା ନିର୍ବାଚନ କମିଶନ ରବୀନ୍ଦ୍ର ତାଥ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story