୫ ସରକାରୀ କର୍ମଚାରୀଙ୍କ ବିରୋଧରେ ଗରଫ ପରୱାନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରି ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇନଥିବା ୫ ସରକାରୀ କର୍ମଚାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଆଜି ଏହି ୫ ସରକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ନିକଟରେ ହାଜର ହେବାକୁ ଥିବା ଅଧିକାରୀମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ପଞ୍ଚାୟତ ହାଇସ୍କୁଲ ପିଇଟି ନିରଞ୍ଜନ ଗୌଡ଼, ପାଇକଜମୁନା ପି.କେ ହାଇସ୍କୁଲର କନିଷ୍ଠ କିରାଣୀ ସନ୍ତୋଷ କୁମାର ବିଶୋୟୀ, ବେଗୁନିଆ ବ୍ଲକ ବଲ୍ଲଭ […]

election

election

Rakesh Mallick
  • Published: Friday, 10 February 2017
  • Updated: 10 February 2017, 08:38 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରି ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇନଥିବା ୫ ସରକାରୀ କର୍ମଚାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଆଜି ଏହି ୫ ସରକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାପାଳଙ୍କ ନିକଟରେ ହାଜର ହେବାକୁ ଥିବା ଅଧିକାରୀମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ପଞ୍ଚାୟତ ହାଇସ୍କୁଲ ପିଇଟି ନିରଞ୍ଜନ ଗୌଡ଼, ପାଇକଜମୁନା ପି.କେ ହାଇସ୍କୁଲର କନିଷ୍ଠ କିରାଣୀ ସନ୍ତୋଷ କୁମାର ବିଶୋୟୀ, ବେଗୁନିଆ ବ୍ଲକ ବଲ୍ଲଭ ନାୟକ ହାଇସ୍କୁଲର କନିଷ୍ଠ କିରାଣୀ ବିଷ୍ଣୁପ୍ରସାଦ ନାୟକ, କୁକୁଡ଼ାଖଣ୍ଡି ବ୍ଲକ ଯୁଧିଷ୍ଠିର ହାଇସ୍କୁଲ ଶିକ୍ଷକ ସନାତନ ପାଣିଗ୍ରାହୀ ଓ ଅନ୍ୟ ଜଣେ ଶିକ୍ଷକ ସୁଶାନ୍ତ କୁମାର ଭଞ୍ଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story