ପଞ୍ଚାୟତ ନିର୍ବାଚନ: ୯ ତାରିଖରୁ ପ୍ରଚାର କରିବେ ରମଣ ସିଂହ

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବେ। ଏନେଇ ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଆସନ୍ତା ୯ ତାରିଖରୁ ରମଣ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡିଛି। ୯ ତରିଖରେ ରମଣ ବଲାଙ୍ଗିରର ବୁର୍ଡା, ଝାରସୁଗୁଡାର ସବଡେଗାରେ ପ୍ରଚାର କରିବେ। ସେହିପରି ୧୧ ତାରିଖରେ ସୁନ୍ଦରଗଡ଼ର କୁତ୍ରା, ଲାଠିକଟା ଓ ନୂଆଗାଁରେ ଅନୁଷ୍ଠିତ ନିର୍ବାଚନ ସଭାରେ ଯୋଗଦେବେ। ନୂଆପଡ଼ା ଓ ବରଗଡ଼ରେ ମଧ୍ୟ ରମଣ ପ୍ରଚାର କରିବେ […]

raman_singh

raman_singh

Rakesh Mallick
  • Published: Friday, 03 February 2017
  • Updated: 03 February 2017, 09:40 PM IST

Sports

Latest News

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବେ। ଏନେଇ ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଆସନ୍ତା ୯ ତାରିଖରୁ ରମଣ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡିଛି।

୯ ତରିଖରେ ରମଣ ବଲାଙ୍ଗିରର ବୁର୍ଡା, ଝାରସୁଗୁଡାର ସବଡେଗାରେ ପ୍ରଚାର କରିବେ। ସେହିପରି ୧୧ ତାରିଖରେ ସୁନ୍ଦରଗଡ଼ର କୁତ୍ରା, ଲାଠିକଟା ଓ ନୂଆଗାଁରେ ଅନୁଷ୍ଠିତ ନିର୍ବାଚନ ସଭାରେ ଯୋଗଦେବେ। ନୂଆପଡ଼ା ଓ ବରଗଡ଼ରେ ମଧ୍ୟ ରମଣ ପ୍ରଚାର କରିବେ ବୋଲି ଦଳ କହିଛି।

ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଛତିଶଗଡ଼ରେ ରମଣ ସିଂହଙ୍କୁ ଭେଟି ଓଡ଼ିଶା ରାଜନୀତିର ପାଣିପାଗ ବିଷୟରେ ଅବଗତ କରିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ରମଣ ଓଡ଼ିଶା ଆସିଲେ ଜୋରଦାର ବିରୋଧର ସମ୍ମୁଖୀନ ହେବେ ବୋଲି କଂଗ୍ରେସ କହିଛି। ଲୋକେ ପ୍ରତିବାଦ କଲେ ବିଜେଡି ସ୍ୱର ମିଳାଇବ ବୋଲି ଦଳ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story