କଳାହାଣ୍ଡିରେ ପୁଣି ବିଜେପିର ସୁପର ଶୋ’: ସମସ୍ତ ୯ଟି ଜୋନ୍‌ରେ ଜିତିଲା ଦଳ

ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି କଳାହାଣ୍ଡି ଜିଲାରେ ବିଜେପିର ସୁପର ଶୋ’ ଦେଖିବାକୁ ମିଳିଛି। ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୯ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ୩୬ ଜିଲ୍ଲା ପରିଷଦ ଆସନ ବିଶିଷ୍ଠ କଳାହାଣ୍ଡିରେ ପରିଷଦ ଗଠନ ପାଇଁ ବିଜେପିକୁ ଆଉ ମାତ୍ର ଗୋଟିଏ ବିଜୟ ଆବଶ୍ୟକ ରହିଛି। ୨ଟି ପର୍ଯ୍ୟାୟରେ ସମସ୍ତ ୧୮ଟି ଜୋନ୍‌ ଦଳ ଜିତି ସାରିଥିବାରୁ ପରିଷଦ […]

BJP

BJP

Rakesh Mallick
  • Published: Wednesday, 15 February 2017
  • Updated: 15 February 2017, 08:06 PM IST

Sports

Latest News

ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ବି କଳାହାଣ୍ଡି ଜିଲାରେ ବିଜେପିର ସୁପର ଶୋ’ ଦେଖିବାକୁ ମିଳିଛି। ଆଜି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୯ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି।

୩୬ ଜିଲ୍ଲା ପରିଷଦ ଆସନ ବିଶିଷ୍ଠ କଳାହାଣ୍ଡିରେ ପରିଷଦ ଗଠନ ପାଇଁ ବିଜେପିକୁ ଆଉ ମାତ୍ର ଗୋଟିଏ ବିଜୟ ଆବଶ୍ୟକ ରହିଛି। ୨ଟି ପର୍ଯ୍ୟାୟରେ ସମସ୍ତ ୧୮ଟି ଜୋନ୍‌ ଦଳ ଜିତି ସାରିଥିବାରୁ ପରିଷଦ ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି।

ଅନ୍ୟପକ୍ଷରେ ବିଜେପିର ଏହି ସୁପର ଶୋ’ ଫଳରେ ସ୍ଥାନୀୟ ବିଜେଡି ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ, ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ବରିଷ୍ଠ କଂଗ୍ରେସ୍‌ ନେତା ଭକ୍ତ ଦାସଙ୍କୁ ଶକ୍ତ ଧକ୍କା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story