ପଞ୍ଚାୟତ ନିର୍ବାଚନ: ମାଓ ପ୍ରବଣ ଖପ୍ରାଖୋଲରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପାଟଣାଗଡ଼: ମାଓ ପ୍ରବଣ ଖପ୍ରାଖୋଲ ବ୍ଲକରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ବ୍ଲକରେ ୨୧ଟି ପଞ୍ଚାୟତ ପାଇଁ ନିର୍ବାଚନ ହେବ। ଏଥିପାଇଁ ୨୫୧ଟି ବୁଥ କରାଯାଇଛି। ବ୍ଲକରେ ୨୧ଟି ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ୮ଟି ଅତି ସମ୍ବେଦନଶୀଳ ବୁଥ୍‌କୁ ସ୍ଥାନାନ୍ତର କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟି ବ୍ଲକ ଅଞ୍ଚଳରେ ପହଞ୍ଚିବାରେ ଲାଗିଛନ୍ତି। ଭୋଟ ବର୍ଜନ […]

patanagarh

patanagarh

Rakesh Mallick
  • Published: Monday, 20 February 2017
  • Updated: 20 February 2017, 04:54 PM IST

Sports

Latest News

ପାଟଣାଗଡ଼: ମାଓ ପ୍ରବଣ ଖପ୍ରାଖୋଲ ବ୍ଲକରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ବ୍ଲକରେ ୨୧ଟି ପଞ୍ଚାୟତ ପାଇଁ ନିର୍ବାଚନ ହେବ। ଏଥିପାଇଁ ୨୫୧ଟି ବୁଥ କରାଯାଇଛି। ବ୍ଲକରେ ୨୧ଟି ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ୮ଟି ଅତି ସମ୍ବେଦନଶୀଳ ବୁଥ୍‌କୁ ସ୍ଥାନାନ୍ତର କରାଯାଇଛି।

ନିର୍ବାଚନ ପରିଚାଳନା ପାଇଁ ପୋଲିଂ ପାର୍ଟି ବ୍ଲକ ଅଞ୍ଚଳରେ ପହଞ୍ଚିବାରେ ଲାଗିଛନ୍ତି। ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବାରୁ ଏହାକୁ ନେଇ ଭୟର ବାତାବରଣ ଦେଖାଦେଇଛି। ନିର୍ବାଚନକୁ ଆଖି ଆଗରେ ରଖି କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି।

ଅଞ୍ଚଳରେ ସ୍ଥିତି ଉପରେ କଡା ନଜର ରଖା ଯାଇଥିବା ପାଟଣାଗଡ଼ ଡିଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story