ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ୨୦୧୭ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ। ୱାର୍ଡ ମେମ୍ୱର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀର ସଂରକ୍ଷଣ ବ୍ୟବସ୍ଥା ଓ ୱାର୍ଡ଼-ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କିପରି ଏବଂ କେଉଁ ଆଧାରରେ ହେବ ସେ ନେଇ ପଞ୍ଚାୟତିରାଜ ବିଭାଗ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛି। ୨୦୧୧ ଜନଗଣନା ଅନୁଯାୟୀ ସୀମା ପୁନଃନିର୍ଦ୍ଧାରଣ ଓ ସିଟ୍‌ ସଂରକ୍ଷଣ କରାଯିବ। ପଛୁଆ […]

panchayat election

panchayat election

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 10:36 PM IST

Sports

Latest News

panchayat electionଭୁବନେଶ୍ୱର: ରାଜ୍ୟରେ ୨୦୧୭ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ। ୱାର୍ଡ ମେମ୍ୱର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀର ସଂରକ୍ଷଣ ବ୍ୟବସ୍ଥା ଓ ୱାର୍ଡ଼-ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କିପରି ଏବଂ କେଉଁ ଆଧାରରେ ହେବ ସେ ନେଇ ପଞ୍ଚାୟତିରାଜ ବିଭାଗ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛି।

୨୦୧୧ ଜନଗଣନା ଅନୁଯାୟୀ ସୀମା ପୁନଃନିର୍ଦ୍ଧାରଣ ଓ ସିଟ୍‌ ସଂରକ୍ଷଣ କରାଯିବ। ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ, ସେଡୁଲ୍‌ ଏରିଆରେ ପେସା ଆଇନ୍‌ ଅନୁସାରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିବ। ସେହିପରି ସମସ୍ତ ସିଟ୍‌ର ଅଧା ଅର୍ଥାତ ୫୦ ପ୍ରତିଶତ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଅଗଷ୍ଟ ୧୯ ତାରିଖ ସୁଦ୍ଧା ସବୁ ପ୍ରକ୍ରିୟା ସରିବ ଏବଂ ଆସନ୍ତା ୨୩ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରେ ସଂରକ୍ଷଣ ରାଜ୍ୟ ସରକାରଙ୍କ ହାତରେ ରହିଛି।

ପଞ୍ଚାୟତିରାଜ ବିଭାଗ ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି “ଗାଇଡ୍‌ଲାଇନ୍‌ ଅନୁସାରେ ଯେଉଁଠି ଯେତେ ଜନସଂଖ୍ୟା ରହିଛି, ସେହି ହିସାବରେ ସଂରକ୍ଷଣ ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story