ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଅପରାହ୍ନରେ ବସିବାକୁ ଥିବା ବୈଠକରେ ରାଜନୈତିକ ଦଳଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ କମିଶନ ଆଲୋଚନା କରିବେ। ନିର୍ବାଚନ କାର୍ଯ୍ୟସୂଚୀ, ମନୋନୟନ ପତ୍ର, ନିର୍ବାଚନୀ ଖର୍ଚ୍ଚ, ନିର୍ବାଚନ ବେଳେ ଯାନବାହାନ ବ୍ୟବହାର ଓ ଆଦର୍ଶ ଆଚରଣ ବିଧି ପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ  ଆଲୋଚନା ହେବ। ବୈଠକରେ ଦିନେ ଦୁଇ ଦିନ ମଧ୍ୟରେ  ପଞ୍ଚାୟତ  ନିର୍ବାଚନ ତାରିଖ […]

nii

nii

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 07:44 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଅପରାହ୍ନରେ ବସିବାକୁ ଥିବା ବୈଠକରେ ରାଜନୈତିକ ଦଳଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ କମିଶନ ଆଲୋଚନା କରିବେ। ନିର୍ବାଚନ କାର୍ଯ୍ୟସୂଚୀ, ମନୋନୟନ ପତ୍ର, ନିର୍ବାଚନୀ ଖର୍ଚ୍ଚ, ନିର୍ବାଚନ ବେଳେ ଯାନବାହାନ ବ୍ୟବହାର ଓ ଆଦର୍ଶ ଆଚରଣ ବିଧି ପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ  ଆଲୋଚନା ହେବ। ବୈଠକରେ ଦିନେ ଦୁଇ ଦିନ ମଧ୍ୟରେ  ପଞ୍ଚାୟତ  ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଚଳିତବର୍ଷ ରାଜ୍ୟର ୮୫୩ ଜିଲ୍ଲା ପରିଷଦ, ୬ ହଜାର ୮୦୪ ପଞ୍ଚାୟତ ଓ ୯୨ ହଜାର ୪୫ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥର ୫୯୪ଟି ନୂଆ ପଞ୍ଚାୟତ ସାମିଲ ହୋଇଛି। ଗତ ୨୧ ତାରିଖରେ କମିଶନ ଡାକିଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଥିଲା।

ରାଜ୍ୟ ନିର୍ବାଚନ କମିଶନ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,“ଡିସେମ୍ବର ୨୬ ତାରିଖ ଅପରାହ୍ନ ୪ଟା ବେଳେ  ଏହି ବୈଠକ ଡକାଯାଇଛି। ଏହି ବୈଠକରେ ନିର୍ବାଚନ ସଂପର୍କରେ ରାଜନୈତିକ ଦଳମାନଙ୍କ ମଧ୍ୟରେ  ଆଲୋଚନା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story