ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଜିଲ୍ଲାପରିଷଦ ନିର୍ବାଚନରେ ଦଳୀୟ ଚିହ୍ନରେ ହେଉଥିବାରୁ କାହାକୁ ପ୍ରାର୍ଥୀ କରିବ ସେ ନେଇ ରାଜନୈତିକ ଦଳ ଗୁଡ଼ିକ ପ୍ରକ୍ରିୟା ଆରମ୍ଭ କଲେଣି। ୱାର୍ଡ଼ ମେମ୍ୱର, ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ହେଉନଥିଲେ […]

panchyat-election

panchyat-election

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 10:05 PM IST

Sports

Latest News

panchyat-electionଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ନିଜ ସପକ୍ଷରେ ମତଦାନକୁ ନେବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଜିଲ୍ଲାପରିଷଦ ନିର୍ବାଚନରେ ଦଳୀୟ ଚିହ୍ନରେ ହେଉଥିବାରୁ କାହାକୁ ପ୍ରାର୍ଥୀ କରିବ ସେ ନେଇ ରାଜନୈତିକ ଦଳ ଗୁଡ଼ିକ ପ୍ରକ୍ରିୟା ଆରମ୍ଭ କଲେଣି। ୱାର୍ଡ଼ ମେମ୍ୱର, ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ହେଉନଥିଲେ ମଧ୍ୟ ନିଜ ସପକ୍ଷରେ ସେମାନଙ୍କୁ ରଖିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ସଜବାଜ ଆରମ୍ଭ କଲେଣି।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ବାରିପଦାରେ କଂଗ୍ରେସ ନିର୍ବାଚନୀ ବିଗୁଲ ଫୁଙ୍କିଛି। ମୟୂରଭଞ୍ଜରେ ଦଳର କ’ଣ ରହିବ ମୁଖ୍ୟ ପ୍ରସଙ୍ଗ ସେ ନେଇ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଜିଲ୍ଲା ପରିଷଦରେ ଉପଯୁକ୍ତ ପ୍ରାର୍ଥୀ ଚଳୟନ ନେଇ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଆମର ବୁଥ୍‌ସ୍ତରୀୟ ଟିମ୍‌ କାମ ଆରମ୍ଭ କରିଦେଇଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ପରେ ସମଗ୍ର ରାଜ୍ୟରେ ପ୍ରଚାରକୁ ଜୋରଦାର କରାଯିବ।”

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପଛରେ ନାହିଁ। ରାଜଧାନୀରେ ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଦଳୀୟ କର୍ମୀ। ବୈଠକରେ ପ୍ରାର୍ଥୀ ଚୟନ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଆଗାମୀ ୩ ଦିନ ଭିତରେ ବିଜେପି ତା’ର ରଣନୀତି ସ୍ଥିର କରିବ ଏବଂ ପ୍ରାର୍ଥୀ ଚୟନ ପ୍ରକ୍ରିୟା ପାଇଁ ତୃଣମୂଳସ୍ତର ପର୍ଯ୍ୟନ୍ତ ଯିବ। ସବୁ ଅଧିକାର ଜିଲ୍ଲା ସମିତିମାନଙ୍କୁ ଦିଆଯିବ।”

ଅନ୍ୟପକ୍ଷରେ ବିଜେଡି ତା’ର ପ୍ରତିଷ୍ଠା ଦିବସ ପାଳନ ବାହାନାରେ ଦଳ ପଞ୍ଚାୟତ ନିର୍ବାଚନୀ ବିଗୁଲ ଫୁଙ୍କିଛି। ସରକାରୀ କାର୍ଯ୍ୟକ୍ରମ ନାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ସବୁ ଜିଲ୍ଲା ଗସ୍ତ ବୁଲି ସାରିଛନ୍ତି।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସାମଗ୍ରୀକ ଭାବେ ପ୍ରସ୍ତୁତ ଅଛି। ପ୍ରାର୍ଥୀ ଚୟନରେ ସ୍ଥାନୀୟ ପ୍ରତିନିଧିଙ୍କ ଉପରେ ଗୁରୁତ୍ୱ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story