‘ଫେରିବାଲା’ ପାଇଁ ଟାଇମ୍‌ପାସ୍‌ ବୁକର ପୁରସ୍କାର ପାଇଲେ ଗାଳ୍ପିକ ରମାକାନ୍ତ ସାମନ୍ତରାୟ

ଭୁବନେଶ୍ୱର: ୨୦୧୫ ବର୍ଷ ପାଇଁ ଟାଇମ୍‌ପାସ୍‌ ବୁକର ପୁରସ୍କାର ପାଇଛନ୍ତି ଯୁବ ଗାଳ୍ପିକ ରମାକାନ୍ତ ସାମନ୍ତରାୟ। ଗଳ୍ପ ପାଣ୍ଡୁଲିପି ‘ଫେରିବାଲା’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହାସହ କବିତା ସଂକଳନ ‘ମଲ୍ଲିକା’ ପାଇଁ ଦେବଦାସ ଛୋଟରାୟ, ଉପନ୍ୟାସ ‘ଦାଦନ ସୁନ୍ଦରୀ’ ପାଇଁ ସଞ୍ଜୟ କୁମାର ମିଶ୍ରଙ୍କୁ ଟାଇମପାସ୍ ବେଷ୍ଟସେଲର ପୁରସ୍କାର ପ୍ରଦାନ କରାଯାଇଛି। ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କୁ ବହିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ପ୍ରକାଶନ ସଂସ୍ଥା ଟାଇମ୍‌ପାସ୍‌ […]

bbsr

bbsr

Rakesh Mallick
  • Published: Monday, 29 February 2016
  • Updated: 29 February 2016, 06:30 AM IST

Sports

Latest News

ଭୁବନେଶ୍ୱର: ୨୦୧୫ ବର୍ଷ ପାଇଁ ଟାଇମ୍‌ପାସ୍‌ ବୁକର ପୁରସ୍କାର ପାଇଛନ୍ତି ଯୁବ ଗାଳ୍ପିକ ରମାକାନ୍ତ ସାମନ୍ତରାୟ। ଗଳ୍ପ ପାଣ୍ଡୁଲିପି ‘ଫେରିବାଲା’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହାସହ କବିତା ସଂକଳନ ‘ମଲ୍ଲିକା’ ପାଇଁ ଦେବଦାସ ଛୋଟରାୟ, ଉପନ୍ୟାସ ‘ଦାଦନ ସୁନ୍ଦରୀ’ ପାଇଁ ସଞ୍ଜୟ କୁମାର ମିଶ୍ରଙ୍କୁ ଟାଇମପାସ୍ ବେଷ୍ଟସେଲର ପୁରସ୍କାର ପ୍ରଦାନ କରାଯାଇଛି। ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କୁ ବହିବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି।

ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ପ୍ରକାଶନ ସଂସ୍ଥା ଟାଇମ୍‌ପାସ୍‌ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶିଷ୍ଠ କବି ହର ପ୍ରସାଦ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଠ ହିନ୍ଦି କବି ଅରୁନ୍ କମଲ୍ ମୁଖ୍ୟଅତିଥ ଏବଂ ଲୋକକବି ହଳଧର ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୁବ ସାମ୍ୱାଦିକ ବିଶ୍ୱଜିତ୍ ଦାସ ଓ ଯୋଗମାୟା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରବାସିନୀ ମହାକୁଡଙ୍କ ଅନୁବାଦ ପୁସ୍ତକ ‘ନୂଆ ଇଲାକା’କୁ ଅତିଥିଭାବେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story