ଦୁଇ ଲକ୍ଷ ଟଙ୍କାର ବଜ୍ରକାପ୍ତା ଉଦ୍ଧାର

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡାର ପଟାମୁଣ୍ଡ ଗାଁ ନିକଟରୁ ୧୦ କେଜିର ଓଜନ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ,କୈଳାସ ନାୟକ, ଟାଇନସିରା ଗାଁର ଗଣ ନାଥ ନାୟକ ଓ ଜଗମୋହନପୁରର ମୁନା ମୁଣ୍ଡା। ଅଭିଯୁକ୍ତମାନେ ଦୁଇ ମାସ ହେବ ଏହି ବଜ୍ରକପ୍ତାକୁ ଧରି ଘରେ ରଖିଥିଲେ। […]

anugul,,,

anugul,,,

Tapaswini Nayak
  • Published: Sunday, 17 November 2019
  • Updated: 17 November 2019, 02:06 PM IST

Sports

Latest News

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡାର ପଟାମୁଣ୍ଡ ଗାଁ ନିକଟରୁ ୧୦ କେଜିର ଓଜନ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ,କୈଳାସ ନାୟକ, ଟାଇନସିରା ଗାଁର ଗଣ ନାଥ ନାୟକ ଓ ଜଗମୋହନପୁରର ମୁନା ମୁଣ୍ଡା।

ଅଭିଯୁକ୍ତମାନେ ଦୁଇ ମାସ ହେବ ଏହି ବଜ୍ରକପ୍ତାକୁ ଧରି ଘରେ ରଖିଥିଲେ। ଏନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗର କର୍ମଚାରୀମାନେ ଛଦ୍ମବେଶରେ  ଯାଇ ଏହାକୁ ଉଦ୍ଧାର କରିଥିଲେ।

୍ର

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos