ରାସ୍ତା ଉପରୁ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା- ପଦ୍ମପୁର ରାସ୍ତାର କରକଚିଆ ଛକରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଗତକାଲି କରକଚିଆ ଛକରେ ଦୋକାନୀମାନେ ରାସ୍ତା ଉପରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଦୁଇ ଦିନ ହେଲା ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବଜ୍ରକାପ୍ତାଟି ଜଙ୍ଗଲ ଭିତରୁ ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି । ବଜାରରେ ବେଆଇନ ଭାବେ ବଜ୍ରକାପ୍ତାକୁ ଲକ୍ଷ […]

bolagir999

bolagir999

Tapaswini Nayak
  • Published: Tuesday, 23 June 2020
  • Updated: 23 June 2020, 08:58 AM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା- ପଦ୍ମପୁର ରାସ୍ତାର କରକଚିଆ ଛକରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଗତକାଲି କରକଚିଆ ଛକରେ ଦୋକାନୀମାନେ ରାସ୍ତା ଉପରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଦୁଇ ଦିନ ହେଲା ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବଜ୍ରକାପ୍ତାଟି ଜଙ୍ଗଲ ଭିତରୁ ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି ।

ବଜାରରେ ବେଆଇନ ଭାବେ ବଜ୍ରକାପ୍ତାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କରକଚିଆ ଛକର ଦୋକାନୀମାନେ ମାନଵିକତା ଦେଖାଇ ବନ ବିଭାଗକୁ ଖବର ଦେଇଥିଲେ। ଏଥିପାଇଁ ଦୋକାନୀ ମାନଙ୍କୁ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos