ପାଣି ସମସ୍ୟା ନେଇ ଢେଙ୍କାନାଳ-କାମାକ୍ଷାନଗର ରାସ୍ତା ଅବରୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗାଁରେ ପାଣି ସମସ୍ୟା ନେଇ ଆଜି ସ୍ଥାନୀୟ ଲୋକଙ୍କ ସହ ମହିଳାମାନେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାକୁ ଗରା ବାଲଟି ରଖି ଅବରୋଧ କରିଥିଲେ। କାମାକ୍ଷାନଗର ବିଡିଓ, ଥାନା ଅଧିକାରୀ ଓ ଏସଡିପିଓ  ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ତୁରନ୍ତ ପାଣି ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଥିଲେ। ମହୁଲପାଳର ଜଣେ ଗ୍ରାମବାସୀ କହିଛନ୍ତି,  “ଆମେ ପିଇବା ପାଣି ପାଉନାହୁଁ।  ପାଣି ଆଣିବା ପାଇଁ […]

p

p

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 09:05 AM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗାଁରେ ପାଣି ସମସ୍ୟା ନେଇ ଆଜି ସ୍ଥାନୀୟ ଲୋକଙ୍କ ସହ ମହିଳାମାନେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାକୁ ଗରା ବାଲଟି ରଖି ଅବରୋଧ କରିଥିଲେ। କାମାକ୍ଷାନଗର ବିଡିଓ, ଥାନା ଅଧିକାରୀ ଓ ଏସଡିପିଓ  ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ତୁରନ୍ତ ପାଣି ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଥିଲେ।

ମହୁଲପାଳର ଜଣେ ଗ୍ରାମବାସୀ କହିଛନ୍ତି,  “ଆମେ ପିଇବା ପାଣି ପାଉନାହୁଁ।  ପାଣି ଆଣିବା ପାଇଁ ଆମକୁ ୫ କିଲୋମିଟର ଯିବାକୁ ପଡ଼ୁଛି।  ଗାଈ ଓ ଗୋରୁ ମଧ୍ୟ ପାଣି ମୁନ୍ଦେ ପାଉ ନାହାନ୍ତି। ଆମେ ଭାରି ହଇରାଣ ହେଉଛି। ଆମେ କିପରି ପାଣି ମୁଦେ ପାଇବୁ ସରକାର ସେଥିପାଇଁ କିଛି ବ୍ୟବସ୍ଥା କରନ୍ତୁ।”

କାମାକ୍ଷାନଗର ବିଡିଓ ପିତାମ୍ବର ସାମଲ କହିଛନ୍ତି,  “ପିଇବା ପାଣି ପାଇଁ ମହୁଲପାଳ ଗାଁର ଲୋକମାନେ ରାସ୍ତାରୋକ କରିଥିଲେ। ତାଙ୍କୁ ବୁଝାଇବା ପରେ ରାସ୍ତାରୋକ ହଟିଥିଲା।  ଗ୍ରାମବାସୀ ମାନଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବୁ । ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story