ପପୁଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ, ମହିଳା ଥାନାରେ ଏତଲା

ଭୁବନେଶ୍ୱର: ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନାଁରେ ଆସିଛି କାଷ୍ଟିଂ କାଉଚ୍‌ ଅଭିଯୋଗ। ଫ୍ରେଣ୍ଡସ୍‌ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ଏହି ଅଭିଯୋଗ କରାଯାଇଛି। ପପୁଙ୍କ ସହ ଜଣେ ପ୍ରଯୋଜକଙ୍କ ପୁଅ ଗୀଟୁଙ୍କ ନାଁରେ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେ କାଷ୍ଟିଂ କାଉଚ୍‌ର ଅଭିଯୋଗ ଆଣିଥିବା ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ଏହି ଏତଲା ଦିଆଯାଇଛି। ଫିଲ୍ମରେ ଅଭିନେତ୍ରୀ କରାଇ ଦେବାକୁ କହି ସମ୍ପୃକ୍ତ ନାବାଳିକା ଜଣଙ୍କୁ […]

papu pam pam

papu pam pam

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 11:08 PM IST

Sports

Latest News

ଭୁବନେଶ୍ୱର: ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନାଁରେ ଆସିଛି କାଷ୍ଟିଂ କାଉଚ୍‌ ଅଭିଯୋଗ। ଫ୍ରେଣ୍ଡସ୍‌ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ଏହି ଅଭିଯୋଗ କରାଯାଇଛି। ପପୁଙ୍କ ସହ ଜଣେ ପ୍ରଯୋଜକଙ୍କ ପୁଅ ଗୀଟୁଙ୍କ ନାଁରେ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି।

ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେ କାଷ୍ଟିଂ କାଉଚ୍‌ର ଅଭିଯୋଗ ଆଣିଥିବା ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ଏହି ଏତଲା ଦିଆଯାଇଛି। ଫିଲ୍ମରେ ଅଭିନେତ୍ରୀ କରାଇ ଦେବାକୁ କହି ସମ୍ପୃକ୍ତ ନାବାଳିକା ଜଣଙ୍କୁ ପପୁ ଏବଂ ଗୀଟୁ ବଳାତ୍କାର କରିଥିବା ଗଣମାଧ୍ୟମରେ ପ୍ରଚାର ହେଉଥିବାରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍ଥା ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story