ପପୁଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ, ମହିଳା ଥାନାରେ ଏତଲା

ଭୁବନେଶ୍ୱର: ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନାଁରେ ଆସିଛି କାଷ୍ଟିଂ କାଉଚ୍‌ ଅଭିଯୋଗ। ଫ୍ରେଣ୍ଡସ୍‌ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ଏହି ଅଭିଯୋଗ କରାଯାଇଛି। ପପୁଙ୍କ ସହ ଜଣେ ପ୍ରଯୋଜକଙ୍କ ପୁଅ ଗୀଟୁଙ୍କ ନାଁରେ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି।

ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେ କାଷ୍ଟିଂ କାଉଚ୍‌ର ଅଭିଯୋଗ ଆଣିଥିବା ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ଏହି ଏତଲା ଦିଆଯାଇଛି। ଫିଲ୍ମରେ ଅଭିନେତ୍ରୀ କରାଇ ଦେବାକୁ କହି ସମ୍ପୃକ୍ତ ନାବାଳିକା ଜଣଙ୍କୁ ପପୁ ଏବଂ ଗୀଟୁ ବଳାତ୍କାର କରିଥିବା ଗଣମାଧ୍ୟମରେ ପ୍ରଚାର ହେଉଥିବାରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍ଥା ଦାବି କରିଛି।

ଆହୁରି ପଢ଼ନ୍ତୁ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ