ଓସ୍କାର ଚିଟ୍‌ଫଣ୍ଡ ମାମଲା: ନିର୍ବାଚନ ବେଳେ ପପୁ ପ୍ରଭାସଙ୍କଠାରୁ ନେଇଥିଲେ ଅଢେଇ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଟିଳ ହେବାରେ ଲାଗିଛି ଓସ୍କାର-ଓଲିଉଡ ଲିଙ୍କ। ବେଳକୁ ବେଳ ଏହି ଲିଙ୍କରେ ଛନ୍ଦି ହୋଇପଡିଛନ୍ତି ହାସ୍ୟାଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌। ୨୦୧୪ ବିଧାନସଭା ନିର୍ବାଚନ ବେଳେ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତା ପପୁ ପମ୍‌ପମ୍‌ଙ୍କ ସତ୍ୟପାଠରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ଗଣମାଧ୍ୟମର ହସ୍ତଗତ ହୋଇଛି। ନିର୍ବାଚନ କମିଶନଙ୍କ ନିକଟରେ ୨୦୧୪ ନିର୍ବାଚନ ବେଳେ ଦାଖଲ ହୋଇଥିବା ସତ୍ୟପାଠରେ ପପୁ, ପ୍ରଭାସ ଚନ୍ଦ୍ର ରାଉତ୍‌ ନାମକ ବ୍ୟକ୍ତିଙ୍କ ଠାରୁ ୨,୫୦,୦୦୦ […]

papu pam pam

papu pam pam

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 08:26 PM IST

Sports

Latest News

papu pam pamଭୁବନେଶ୍ୱର: ଜଟିଳ ହେବାରେ ଲାଗିଛି ଓସ୍କାର-ଓଲିଉଡ ଲିଙ୍କ। ବେଳକୁ ବେଳ ଏହି ଲିଙ୍କରେ ଛନ୍ଦି ହୋଇପଡିଛନ୍ତି ହାସ୍ୟାଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌। ୨୦୧୪ ବିଧାନସଭା ନିର୍ବାଚନ ବେଳେ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତା ପପୁ ପମ୍‌ପମ୍‌ଙ୍କ ସତ୍ୟପାଠରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ଗଣମାଧ୍ୟମର ହସ୍ତଗତ ହୋଇଛି।

ନିର୍ବାଚନ କମିଶନଙ୍କ ନିକଟରେ ୨୦୧୪ ନିର୍ବାଚନ ବେଳେ ଦାଖଲ ହୋଇଥିବା ସତ୍ୟପାଠରେ ପପୁ, ପ୍ରଭାସ ଚନ୍ଦ୍ର ରାଉତ୍‌ ନାମକ ବ୍ୟକ୍ତିଙ୍କ ଠାରୁ ୨,୫୦,୦୦୦ ଟଙ୍କା ଋଣ ନେଇଥିବା ଉଲ୍ଲେଖ ରହିଛି।

ତେବେ ଏହି ପ୍ରଭାସ ଚନ୍ଦ୍ର ରାଉତ୍‌ କିଏ, ଚିଟ୍‌ଫଣ୍ଡ ଠକେଇ ଗିରଫ ହୋଇଥିବା ଓ ପପୁ ହିରୋ ହୋଇଥିବା ଫିଲ୍ମ ‘ରଙ୍ଗିଲା ଟୋକା’ର ପ୍ରଯୋଜକ ପ୍ରଭାସ ରାଉତ ନା ଆଉ କିଏ ତାହା ସ୍ପଷ୍ଟ ହୋଇନାହିଁ।

ଏହାସହ ପପୁ ଏହି ଋଣ ଟଙ୍କା ପ୍ରଭାସଙ୍କୁ ଫେରେଇଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।  ଯଦି ଏହି ପ୍ରଯୋଜକ ପ୍ରଭାସ ରାଉତ ତେବେ ଗୋଟିଏ କଥା ସ୍ପଷ୍ଟ ଯେ ପପୁଙ୍କର ପ୍ରଭାସଙ୍କ ସହିତ ସମ୍ପର୍କ କେବଳ ଅଭିନୟ ଭିତରେ ସୀମିତ ନ ଥିଲା।

ଓସ୍କାର ଚିଟ୍‌ପଣ୍ଡ ନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story