ପାରାଦୀପ: ଅଜଣା ଗାଡ଼ି ଧକ୍କାରେ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା କୁଜଙ୍ଗ ପଥୁରିଆ ନିକଟରେ ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ବାଗୋଇର ଗାଁର ହୋଇଥିବା ବେଳେ ଜଣେ ଚଟୁଆ ଗାଁର ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।