ବାଇକକୁ ପିଟିଲା ଅଜଣା ଗାଡ଼ି, ୩ ମୃତ

ପାରାଦୀପ: ଅଜଣା ଗାଡ଼ି ଧକ୍କାରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା କୁଜଙ୍ଗ ପଥୁରିଆ ନିକଟରେ ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ମଧ୍ୟରୁ  ୨ ଜଣ ବାଗୋଇର  ଗାଁର ହୋଇଥିବା ବେଳେ ଜଣେ ଚଟୁଆ ଗାଁର ବୋଲି ଜଣାପଡ଼ିଛି।