ଟ୍ରକ ଧକ୍କାରେ ଶ୍ୱଶୁର-ଜ୍ୱାଇଁ ମୃତ,ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ

ପାରାଦୀପ: ପାରାଦୀପ ହାତୀଟାଙ୍କି ନିକଟରେ ଆଜି ଟ୍ରକ ଧକ୍କାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦିବାକର ପରିଡ଼ା ଓ ତାଙ୍କ ଜ୍ୱାଇଁ ବେଣୁଧର ତରାଇ। ଉଭୟେ ଏକ ମୋଟର ସାଇକେଲରେଯାଉଥିବା ବେଳେ ହାତୀଟାଙ୍କି ନିକଟରେ  ତାଙ୍କୁ  ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଶ୍ୱଶୁର ଦିବାକରଙ୍କ ଘର ମଙ୍ଗରାଜପୁରରେ ହୋଇଥିବା ବେଳେ ଜ୍ୱାଇଁଙ୍କ ଘର ନୁଣୁଖିଆରେ ବୋଲି ଜଣାପଡ଼ିଛି।

paradeep

paradeep

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 11:12 AM IST

Sports

Latest News

paradeepପାରାଦୀପ: ପାରାଦୀପ ହାତୀଟାଙ୍କି ନିକଟରେ ଆଜି ଟ୍ରକ ଧକ୍କାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦିବାକର ପରିଡ଼ା ଓ ତାଙ୍କ ଜ୍ୱାଇଁ ବେଣୁଧର ତରାଇ। ଉଭୟେ ଏକ ମୋଟର ସାଇକେଲରେଯାଉଥିବା ବେଳେ ହାତୀଟାଙ୍କି ନିକଟରେ  ତାଙ୍କୁ  ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଶ୍ୱଶୁର ଦିବାକରଙ୍କ ଘର ମଙ୍ଗରାଜପୁରରେ ହୋଇଥିବା ବେଳେ ଜ୍ୱାଇଁଙ୍କ ଘର ନୁଣୁଖିଆରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story