ପାରାଦୀପ: ବନ୍ଦରରୁ ଶୁଖୁଆ ରପ୍ତାନି ନେଇ ଉତ୍ତେଜନା

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଶୁଖୁଆ ରପ୍ତାନି ନେଇ ଉତ୍ତେଜନା ଦେଖାଦେଇଛି। ଟ୍ରଲର ମାଲିକ ଓ ସ୍ଥାନୀୟ ଶୁଖୁଆ ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି। ଗତକାଲି ଟ୍ରଲର ମାଲିକମାନେ ୨ଟି କଣ୍ଟେନର ଟ୍ରକରେ ଶୁଖୁଆ ଆଣୁଥିବା ବେଳେ ପିପିଏଲ ଛକରେ ସ୍ଥାନୀୟ ଶୁଖୁଆ ବ୍ୟବସାୟୀ ଟ୍ରକକୁ ଅଟକାଇଥିଲେ। ସେମାନେ ଟ୍ରକ ଭଙ୍ଗାରୁଜା କରିବା ସହ ଟାୟର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଉତ୍ତେଜନା […]

paradeep

paradeep

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 02:30 AM IST

Sports

Latest News

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଶୁଖୁଆ ରପ୍ତାନି ନେଇ ଉତ୍ତେଜନା ଦେଖାଦେଇଛି। ଟ୍ରଲର ମାଲିକ ଓ ସ୍ଥାନୀୟ ଶୁଖୁଆ ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି।

ଗତକାଲି ଟ୍ରଲର ମାଲିକମାନେ ୨ଟି କଣ୍ଟେନର ଟ୍ରକରେ ଶୁଖୁଆ ଆଣୁଥିବା ବେଳେ ପିପିଏଲ ଛକରେ ସ୍ଥାନୀୟ ଶୁଖୁଆ ବ୍ୟବସାୟୀ ଟ୍ରକକୁ ଅଟକାଇଥିଲେ। ସେମାନେ ଟ୍ରକ ଭଙ୍ଗାରୁଜା କରିବା ସହ ଟାୟର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଏଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story