ପାରାଦୀପ: ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଆଜିଠୁ ସମୁଦ୍ରରେ ପାଟ୍ରୋଲିଂ କରିବ ଇଣ୍ଟରସେପ୍ଟର ବୋଟ୍‌

ପାରାଦୀପ: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ପାରାଦୀପ ସମୁଦ୍ରରେ ୨ଟି ଇଣ୍ଟରସେପ୍ଟର ବୋଟ୍‌ ସାହାଯ୍ୟରେ ପାଟ୍ରୋଲିଂ କଡାକଡ଼ି କରାଯିବ । ଏହି ବୋଟ୍‌କୁ ବଙ୍ଗଳା ମାଛଧରା  ବନ୍ଦରରେ ରଖାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ  ଗହୀରମଥା ୧ ଓ ୨ ନାମକ  ଏହି ଦୁଇଟି ବୋଟ୍‌କୁ ମୁମ୍ୱାଇରୁ ୬କୋଟି ଟଙ୍କାରେ କିଣାଯାଇଛି। ବନ୍ୟଜନ୍ତୁ ସଂରକ୍ଷକ ସଂସ୍ଥା  ଏହାର ପରିଚାଳନା ଦାୟିତ୍ୱ ନେଇଛି। ଏବେ ଏହି ଇଣ୍ଟରସେପ୍ଟର ବୋଟ୍ ସହାୟତାରେ ସମୁଦ୍ରରୁ ବେଆଇନ ଭାବେ ମାଛ ମାରୁଥିବା […]

intercepter-boat

intercepter-boat

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 05:04 AM IST

Sports

Latest News

ପାରାଦୀପ: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ପାରାଦୀପ ସମୁଦ୍ରରେ ୨ଟି ଇଣ୍ଟରସେପ୍ଟର ବୋଟ୍‌ ସାହାଯ୍ୟରେ ପାଟ୍ରୋଲିଂ କଡାକଡ଼ି କରାଯିବ । ଏହି ବୋଟ୍‌କୁ ବଙ୍ଗଳା ମାଛଧରା  ବନ୍ଦରରେ ରଖାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ  ଗହୀରମଥା ୧ ଓ ୨ ନାମକ  ଏହି ଦୁଇଟି ବୋଟ୍‌କୁ ମୁମ୍ୱାଇରୁ ୬କୋଟି ଟଙ୍କାରେ କିଣାଯାଇଛି। ବନ୍ୟଜନ୍ତୁ ସଂରକ୍ଷକ ସଂସ୍ଥା  ଏହାର ପରିଚାଳନା ଦାୟିତ୍ୱ ନେଇଛି।

ଏବେ ଏହି ଇଣ୍ଟରସେପ୍ଟର ବୋଟ୍ ସହାୟତାରେ ସମୁଦ୍ରରୁ ବେଆଇନ ଭାବେ ମାଛ ମାରୁଥିବା ମତ୍ସଜୀବୀଙ୍କ ଉପରେ କଡ଼ା ନଜର ରଖାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story