ପାରାଦୀପ: ଆଇଓସିଏଲ୍ ଟର୍ମିନାଲର ପାଇପ ଲାଇନ କାଟି ତେଲ ଚୋରି ଅଭିଯୋଗ

ପାରାଦୀପ: ପାରାଦୀପରେ ଥିବା ଆଇଓସିଏଲ୍ ଟର୍ମିନାଲର ପାଇପ ଲାଇନ କାଟି  ଦୁର୍ବୃତ୍ତମାନେ ତେଲ ଚୋରି କରିଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା ରୀତିମତ ତେଲ ଚୋରି ହେଉଥିବା ଖବର ମିଳିବା ପରେ ପୋଲିସ୍ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିଲା। ତେବେ ଦୁର୍ବୃତ୍ତମାନେ ତାହାକୁ ଏହାକୁ ଭୃକ୍ଷେପ ନ କରି ଗତକାଲି ରାତିରେ ବାଉରିଆ ପାଳନ୍ଦା ନିକଟରେ ପାଇପ୍ ପକାଇ ତେଲ ଚୋରି କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ମେରାଇନ୍ ପୋଲିସ୍ ଚଢାଉ କରି ଘଟଣାସ୍ଥଳରୁ ତେଲ […]

oil

oil

Rakesh Mallick
  • Published: Monday, 23 May 2016
  • Updated: 23 May 2016, 09:08 AM IST

Sports

Latest News

ପାରାଦୀପ: ପାରାଦୀପରେ ଥିବା ଆଇଓସିଏଲ୍ ଟର୍ମିନାଲର ପାଇପ ଲାଇନ କାଟି  ଦୁର୍ବୃତ୍ତମାନେ ତେଲ ଚୋରି କରିଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା ରୀତିମତ ତେଲ ଚୋରି ହେଉଥିବା ଖବର ମିଳିବା ପରେ ପୋଲିସ୍ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିଲା। ତେବେ ଦୁର୍ବୃତ୍ତମାନେ ତାହାକୁ ଏହାକୁ ଭୃକ୍ଷେପ ନ କରି ଗତକାଲି ରାତିରେ ବାଉରିଆ ପାଳନ୍ଦା ନିକଟରେ ପାଇପ୍ ପକାଇ ତେଲ ଚୋରି କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ମେରାଇନ୍ ପୋଲିସ୍ ଚଢାଉ କରି ଘଟଣାସ୍ଥଳରୁ ତେଲ ଚୋରି ଲାଗି ଉର୍ଦ୍ଦିଷ୍ଟ ବିଭିନ୍ନ ଉପକରଣ ଜବତ କରିଛି ।ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।

ଅନ୍ୟପକ୍ଷରେ ପାଇପଲାଇନ କଣା ହେବା ଯୋଗୁଁ ତେଲ ଲିକ୍ ହୋଇ ସ୍ଥାନୀୟ ଜଳାଶୟରେ ମିଶିବା  ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ତେବେ ବାରମ୍ୱାର ଏପରି ଘଟଣା ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ଜନ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ପାଇପ୍ ଲାଇନରୁ କଣା ହୋଇଥିବା ସ୍ଥାନରୁ ତେଲ ଲିକ୍ ହୋଇ ନଦୀ ନାଳରେ ମିଶୁ ଥିବାରୁ  ମତ୍ସ୍ୟ ସମ୍ପଦ କ୍ଷତିଗ୍ରସ୍ତ ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story